Below header
Browsing Tag

odia actor

ସୁଟିଂ ବେଳେ ଅଭିନେତା ଶ୍ରୀତମ ଦାସ ଆହତ, ଗୋଡ଼ରେ ଲାଗିଛି ଆଘାତ

ଭୁବନେଶ୍ୱର (କେନ୍ୟୁଜ୍‌) : ଫିଲ୍ମ ସୁଟିଂ ବେଳେ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ଆହତ ହୋଇଛନ୍ତି । ସୂଚନା ଅନୁସାରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ନୂଆ ଫିଲ୍ମ ’ନବକଳେବର’ର କଟକ ଜିଲ୍ଲା ବାଙ୍କୀ ଠାରେ ସୁଟିଂ ଚାଲିଥିଲା । ଏହି ସମୟରେ ଶ୍ରୀତମ ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଚିକିତ୍ସା…

‘ରାମ’ ରିଲିଜକୁ ନେଇ ବଢୁଛି ବିବାଦ, ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ବ୍ୟାନ

(କେନ୍ୟୁଜ): ଓଡ଼ିଆ ଚଳଚ୍ଚିତ୍ର ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା । ଅଭିନେତା ମନୋଜ ମିଶ୍ର ଦୁଇ ବର୍ଷ ପାଇଁ ବ୍ୟାନ । ମନୋଜକୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ସୁଯୋଗ ନଦେବାକୁ ପ୍ରଡ୍ୟୁସର ଆସୋସିଏସନର ନିର୍ଦ୍ଦେଶ । ସମ୍ବଲପୁରରେ ରାମ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ ଷଡଯନ୍ତ୍ର…

ଆଲବମ ଅଭିନେତା ସତ୍ୟଜିତ ପୁରୋହିତଙ୍କ ପରଲୋକ, ଓଡ଼ିଆ ମେଗା ଧାରାବାହିକ ‘ପରୀ’ରେ କରିଥିଲେ ଅଭିନୟ

କଣ୍ଟାବାଞ୍ଜି (କେନ୍ୟୁଜ): ଜଣାଶୁଣା ସମ୍ବଲପୁରୀ ତଥା ମେଗା ଧାରାବାହିକ ଅଭିନେତା ସତ୍ୟଜିତ ପୁରୋହିତଙ୍କ ଆଜି ମୃତ୍ୟୁ ହୋଇଛି । ମୃତ୍ୟ ବେଳେ ତାଙ୍କ ୩୨ ବର୍ଷ ହେଉଥିଲା । ପୁର୍ବରୁ ସେ କୌଣସି ଅଜଣା ରୋଗରେ ପଡିତ ହୋଇ ସୁସ୍ଥ ହୋଇଥିଲେ । ତେବ ଆଜି ସକାଳ ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା…

ପ୍ରେମୀରୁ ହେଲେ ଜୀବନ ସାଥୀ, ଅଭିନେତା ଅରବିନ୍ଦ ଓ ଜ୍ୟାଙ୍କଲିନ୍‌ଙ୍କ ପଡିଲା ହାତ ଗଣ୍ଠି

କଟକ (କେନ୍ୟୁଜ୍‌) : ବାହା ହେଲେ ଛୋଟ ପରଦାର ପ୍ରେମୀ ଯୁଗଳ । ଓଡ଼ିଆ ଧାରାବାହିକର ଚର୍ଚ୍ଚିତ ଯୋଡି ଜ୍ୟାଙ୍କଲିନ ଓ ଅରବିନ୍ଦ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କୋଭିଡ ନିୟମ ଅନୁସାରେ ସମସ୍ତ କଟକଣା ମାନି ଏହି ବାହାଘର ସମ୍ପନ୍ନ ହୋଇଛି । ବିବାହ ଉତ୍ସବରେ୨୫ ଜଣ ହିଁ ଉପସ୍ଥିତ ଥିଲେ।…

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ, ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ। ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାଇବେଟିସରେ ପୀଡ଼ିତ ବିଜୟ ମହାନ୍ତିଙ୍କର ଶରୀର ହଠାତ ଖରାପ ଲାଗିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ…