Below header
Browsing Tag

odisha bjd

ଚାନ୍ଦବାଲି : ଗୋବିନ୍ଦପୁର ପଂଚାୟତରେ ବିଜେଡିର ବିଶାଳ ରୋଡ ସୋ

ଚାନ୍ଦବାଲି (କେନ୍ୟୁଜ) : ପ୍ରଚାରର ଶେଷ ଦିନରେ ବିଜେଡିର ବିଶାଳ ରୋଡ ଶୋ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଂଚାୟତରେ ବିଜେଡିର ବିଶାଳ ରୋଡ ସୋ । ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଭିନେତ୍ରୀ ଲିପ୍ସା ମିଶ୍ର ଏବଂ ବିଧାୟକ ବ୍ୟୋମକେଶ ରାୟ ରୋଡ ସୋ କରି ଭୋଟ ମାଗିଛନ୍ତି । ସରପଞ୍ଚ…

ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ହିଂସାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ, ଚାଲିଛି ଟ୍ବିଟ୍ ଓ୍ୱାର୍

ଭୁବନେଶ୍ବର(କେନ୍ଯୁଜ୍): ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ହିଂସାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିର୍ବାଚନୀ ହିଂସା ଚିନ୍ତାଜନକ ଓ ଦୁଃଖ ଦାୟକ । ଶାସକ ଦଳ ହିଂସା ଓ ଅରାଜକତା କରୁଥିବା କହି ଘଟଣାକୁ…

ତୁରନ୍ତ ବଳକା ଉଷୁନା ଚାଉଳ ଉଠାଇବା ଦାବି, ଆଜିଠୁ FCI ଅଫିସ ଆଗରେ ବିଜେଡିର ଧାରଣା

ଭୁବନେଶ୍ବର(କେନ୍ଯୁଜ୍): ତୁରନ୍ତ ବଳକା ଉଷୁନା ଚାଉଳ ଉଠାଇବା ଦାବିରେ ବିଜେଡିର ଧାରଣା । ଆଜିଠୁ FCI ଅଫିସ ଆଗରେ ଦଳର ଧାରଣା । କେନ୍ଦ୍ର ସରକାର ଓଡ଼ିଶା ବିରୋଧୀ ଓ କୃଷକ ବିରୋଧୀ କାମ କରୁଛନ୍ତି। ରାଜ୍ୟରୁ ବଳକା ଚାଉଳ ନେଉନାହାଁନ୍ତି। ରାଜ୍ୟରେ କୋଟି କୋଟି କୃଷକ ଦୁଃଖ ଓ ଅନଟନରେ…

ଆଜି ବିଜେଡି କାର୍ଯ୍ୟକାରିଣୀ: ଗୃହୀତ ହେବ ଦଳର ବିଭିନ୍ନ ରାଜନୈତିକ ପ୍ରସ୍ତାବ

ଭୁବନେଶ୍ବର: ଆଜି ବିଜେଡି କାର୍ଯ୍ୟକାରିଣୀ । ଏଥିରେ ଦଳର ବିଭିନ୍ନ ରାଜନୈତିକ ପ୍ରସ୍ତାବ ଗୃହୀତ ସହ ଆଗାମୀ ରଣନୀତି ଚୂଡାନ୍ତ ହେବ । ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି କି ବାର୍ତ୍ତା ଦେବେ ତା ଉପରେ ନଜର ରହିଛି । ପୂର୍ବରୁ ଯୁବ ବିଜେଡି କାର୍ଯ୍ୟକାରିଣୀରେ ଜାତୀୟ ଦଳ ଉପରେ ବର୍ଷିଥିଲେ ନବୀନ ।…