Below header
Browsing Tag

odisha border

ଓଡ଼ିଶା-ଛତିଶଗଡ଼ ସୀମାରେ ହାଇଆଲର୍ଟ ଜାରି, କୌଣସି ନକ୍ସଲଙ୍କୁ ଛଡ଼ାଯିବ ନାହିଁ କହିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ବଡ଼ ଧରଣର ଆକ୍ରମଣ। ଓଡ଼ିଶା ସୀମାରେ ହାଇ ଆଲର୍ଟ ଜାରି। ନକ୍ସଲ ଆକ୍ରମଣରେ ୧୦ ସୁରକ୍ଷା କର୍ମୀ ଓ ଜଣେ ଡ୍ରାଇଭର ପ୍ରାଣ ହରାଇବା ପରେ ଘଟଣା ସଂପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ଫୋନରେ ଆଲୋଚନା କରିଛନ୍ତି କେନ୍ଦ୍ର…

କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଫୋକସରେ ପଡ଼ୋଶୀ ରାଜ୍ୟର ସୀମାନ୍ତ ଜିଲ୍ଲା

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ଫୋକସରେ ପଡ଼ୋଶୀ ରାଜ୍ୟର ସୀମାନ୍ତ ଜିଲ୍ଲା । ସୀମାନ୍ତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ଝାଡଖଣ୍ଡ ସୀମାବର୍ତ୍ତି ଜିଲ୍ଲା ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ବିଶେଷକରି ଗତକାଲି ଆନ୍ଧ୍ରରେ ଗୋଟିଏ ଦିନରେ ୬୧ ନୂଆ କରୋନା…