Browsing Tag

odisha corona cases

ରାଜ୍ୟରେ ଆଉ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା । ତେବେ ଏହି ନୂଆ ଆକ୍ରାନ୍ତଙ୍କ ଭିତରୁ ୧୪୩ ଜଣ ସଂଗରୋଧ କେନ୍ଦ୍ର ଥିବାବେଳେ ୧୧ଜଣ ସ୍ଥାନୀୟ ବାସିନ୍ଦା ।…

ଆଠଗଡ ତିଗିରିଆରେ ଆଜି ୧୨ ଘଣ୍ଟିଆ ସଟ୍‌ଡାଉନ୍, ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକଣା ଜାରି

 ଆଠଗଡ : କଟକ ଆଠଗଡ ତିଗିରିଆରେ ୧୨ ଘଣ୍ଟିଆ ସଟ୍‌ଡାଉନ୍‌ । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଭୋଗଡ଼ା, ନୂଆପଟଣା ଓ ଜେମାଦେଇପୁରରେ ୨୪ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ଏହି ସମୟରେ ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଇଛି। ସ୍ଥାନୀୟ ଅଞ୍ଚଳରେ ସମସ୍ତ…

ଅଚାନକ ବଦଳି ଯାଇଛି ଓଡିଶାର ରଙ୍ଗ: ୭ ଦିନରେ ୮୩ ନୂଆ ଆକ୍ରାନ୍ତ, କେବଳ ୫ ଜିଲ୍ଲାରେ ୨୪୦ ପଜିଟିଭ୍ ଚିହ୍ନଟ

ଗଞ୍ଜାମ: ଚିନ୍ତା ବଢାଉଛି ଗଞ୍ଜାମ । ଗତ ସାତ ଦିନ ମଧ୍ୟରେ ୮୩ ଟି ମାମଲା ଆସିଛି । ମୋଟ ସଂକ୍ରମିତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ପ୍ରତିଶତ । ଏପଟେ ଅଚାନକ ବଦଳି ଯାଇଛି ଚିତ୍ର ଓ ରଙ୍ଗ । ଗତ ୧୦ ଦିନ ଅର୍ଥାତ ଏପ୍ରିଲ ୨୯ ତାରିଖରେ ୯ଟି ଜିଲ୍ଳା ଅର୍ଥାତ୍ ଗଞ୍ଜାମ,…

ମୟୁରଭଞ୍ଜରୁ ୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ଯରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୨୮୭ ବୃଦ୍ଧି

ମୟୁରଭଞ୍ଜ: ମୟୁରଭଞ୍ଜରୁ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ। ରାଜ୍ଯରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୨୮୭ ବୃଦ୍ଧି ପାଇଛି । ଏହାକୁ ମିଶାଇ ମୟୂଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଁଚିଛି । ଆଜି ସକାଳୁ ରାଜ୍ୟରେ ଏକାଥରକେ ୧୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ବର୍ତ୍ତମାନ ରାଜ୍ଯରେ…