Browsing Tag

odisha covid vaccination

ଗତ ୨୪ଘଣ୍ଟାରେ ରାଜ୍ଯରେ ୯୪୫ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୩୭୧ ନୂଆ କେସ୍‌

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୪୫ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୮୧୬ । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୭୧ ନୂଆ କେସ୍‌ ଚିହ୍ନଟ ହୋଇଛନ୍ତି । ଅନ୍ଯପଟେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ସରକାର କୋଭିଡ ହସ୍ପିଟାଲ…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୫ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୧ ସଂକ୍ରମିତ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ବି ହଜାରେ ଉପରେ ଦୈନିକ କରୋନା ସଂକ୍ରମଣ।  ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୪୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି।…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୪୩ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୫ ଆକ୍ରାନ୍ତ

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟରେ ୧ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୪୩ ପଜିଟିଭ୍‌ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୨୦୫ ଓ ସୁନ୍ଦରଗଡ଼ରୁ ୧୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ ବର୍ଷରୁ କମ…

ଆସନ୍ତା ୧୫ ତାରିଖରୁ ସରକାରୀ ହସ୍ପିଟାଲରେ ମାଗଣାରେ ସମସ୍ତଙ୍କୁ ମିଳିବ ବୁଷ୍ଟର ଡୋଜ୍‌, ଏପଟେ ସମ୍ବଲପୁରରେ ମାସ୍କ…

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ । ଦୈନିକ ସଂକ୍ରମଣ ୭ଶହ ପାର କରିଛି । ରାଜ୍ୟରେ ପଜିଟିଭ୍‌ ହାର ରହିଛି ୪.୦୩ ପ୍ରତିଶତ । ପଜିଟିଭିଟି ରେଡ୍‌ ଜୋନରେ ଅଛି ୪ ଜିଲ୍ଲା ଖୋର୍ଦ୍ଧା, କଟକ, ପୁରୀ ଓ ବୌଦ୍ଧ ଜିଲ୍ଲା । ସଂକ୍ରମଣ ବଢୁଥିବାରୁ ସତର୍କ ରହିବା ସହ…

କୋଭିଡ ଟିକାକରଣରେ ରାଜ୍ୟର ନୂଆ ମାଇଲଖୁଣ୍ଟ, ସାଢେ ୩ କୋଟି ଟପିବ ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): କୋଭିଡ ଟିକାକରଣରେ ରାଜ୍ୟର ନୂଆ ମାଇଲଖୁଣ୍ଟ । ଓଡ଼ିଶାରେ ସାଢେ ୩ କୋଟି ଟପିବ ଟିକାକରଣ। ବର୍ତ୍ତମାନ ସୁଦ୍ଧା ୩ କୋଟି ୪୬ଲକ୍ଷ ୪୧ ହଜାର ୪୯୧ ଡୋଜ୍‌ ଟିକାକରଣ ହୋଇଛି। ପ୍ରଥମ ଡୋଜ୍‌ ନେଇଛନ୍ତି ୨କୋଟି ୪୪ଲକ୍ଷ ୭୯ହଜାର ୩୭୬ଜଣ। ସେହିପରି ଦ୍ୱିତୀୟ ଡୋଜ୍‌ ନେଇଛନ୍ତି…