Browsing Tag

odisha fire service

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଆନ୍ଦୋଳନରୁ ଓହରିଲେ ଅଗ୍ନିଶମ କର୍ମଚାରୀ । ଦୁଇ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଅଗ୍ନିଶମ କର୍ମଚାରୀ ଆଜିଠାରୁ କାର୍ଯ୍ୟରେ ଯୋଗଦେଉଛନ୍ତି । ଆନ୍ଦୋଳନ ପ୍ରତ୍ୟାହୃତ ନେଇ ସୂଚନା ଦେଲେ ମୁଖ୍ୟ ଆଗ୍ନିକ ଅକ୍ଷୟ ପ୍ରଧାନ । ରାଜ୍ୟରେ ଏସମା ଓ ବାଧ୍ୟତାମୂଳକ ଅବସର ଚେତାବନୀ ପାଇଁ…

କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେନି ଅଗ୍ନିଶମ ବାହିନୀ, ୬ମାସ ପାଇଁ ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ଏସମା । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଆଗ୍ନିକମାନେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିଲେ । ଆଜିଠାରୁ ୬ ମାସ ଯାଏ ଏସମା ଲାଗୁ ହୋଇଛି । ରାଜ୍ୟବାସୀଙ୍କ ସ୍ବାର୍ଥକୁ…

ଓଡିଶା ଫାୟାର ସର୍ଭିସରେ ଚାକିରି ପାଇଁ କରନ୍ତୁ ଆବେଦନ, ୧୦ମ ପାସ୍‌ କରିଥିବା ଜରୁରୀ

ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଓଡିଶା ଫାୟାର ସର୍ଭିସରେ ଖାଲିପଡିଛି ୯୪୧ ପଦବୀ । ଫାୟାରମ୍ୟାନ୍‌ ଏବଂ ଫାୟାରମ୍ୟାନ ଡ୍ରାଇଭର ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଓଡିଶା ଫାୟାରମ୍ୟାନ ରିକ୍ରୁଟମେଣ୍ଟ ୨୦୨୩ କୁ ଆବେଦନ କରିପାରିବେ । ପଦବୀ ବିବରଣୀ : ୯୪୧ ଫାୟାରମ୍ୟାନ…

ଏଣିକି କମ୍ପାନୀ ଗୁଡ଼ିକ ଅଗ୍ନିଶମ ସୁରକ୍ଷା ପ୍ରମାଣ ପତ୍ର ରଖିବାରେ ବିଫଳ ହେଲେ ହେବେ ଦଣ୍ଡିତ, ବିଧାନସଭାରେ ପାରିତ…

କେନ୍ୟୁଜ୍(ବ୍ୟୁରୋ): ବିଧାନସଭାରେ ପାରିତ ହେଲା ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍ ୨୦୨୨। ଓଡ଼ିଶାରେ ଅଗ୍ନି ନିରୋଧ ଓ ଅଗ୍ନିନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩ ପ୍ରଣୟନ ହୋଇ କାର୍ଯ୍ୟକାରୀ ହୋଇଆସୁଛି। ଏଣିକି କମ୍ପାନୀ ଗୁଡ଼ିକ ଅଗ୍ନିଶମ…

ଓଡ଼ିଶା ଅଗ୍ନିଶମ ବାହିନୀର ଷ୍ଟ୍ରାଇକିଂ ଫୋର୍ସ ଅଫିସ ଉଦଘାଟନ କଲେ ଅଗ୍ନିଶମ ଡିଜି: ୩ଟି ଜୋନରେ ରହିବ ହେଡ୍‌କ୍ୱାର୍ଟର

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଅଗ୍ନିଶମ ବାହିନୀରେ ପ୍ରଥମ ଥର ଗଠନ ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ । ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ଷ୍ଟ୍ରାଇକିଂ ଫୋର୍ସ ଅଫିସର ଉଦଘାଟନ କରିଥିବା ବେଳେ ଅତ୍ୟାଧୁନିକ ମେସିନ ଗୁଡିକ ବୁଲି ଦେଖିଥିଲେ । କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନରେ…

ରୋଗୀଣା ଦମକଳ ଖୋଜୁଛି ଠେଲା, ନିଆଁ ଲିଭାଇବା ବେଳେ ଫେଲ ମାରିଲା

କୋରାପୁଟ(କେ ନ୍ୟୁଜ): ସକାଳୁ ସକାଳୁ ଧାନ ଖଳାରେ ଲାଗିଲା ନିଆଁ ଆଉ ନିଆଁ ଆୟତ୍ତ କରିବାକୁ ଖୋଜା ପଡିଲା ଦମକଳ ବାହିନୀ । କିନ୍ତୁ ଯଥା ସମୟରେ ଫେଲ ମାରିଲା ଦମକଳ ବାହିନୀ । ଘଟଣା ଟି ପ୍ରକୃତରେ ଘଟିଛି ଏହିପରି । ଖବର ପାଇ ତତକ୍ଷଣାତ ନିଆଁ ଲିଭାଇବାକୁ ଦମକଳ ବାହିନୀ ଆସିଲା ସିନା କିନ୍ତୁ ଅଧା…

ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: ଗୁରୁତର ଅସୁସ୍ଥ ରୋଗୀଙ୍କୁ ପ୍ଲାଜମା ଦାନ କରିବେ ଅଗ୍ନିଶମ କର୍ମଚାରୀ । ଏନେଇ ଟ୍ୱିଟ ମାଧ୍ୟମରେ ସୂଚନା ଦେଲେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କର୍ମଚାରୀ ପ୍ଲାଜମା ଦାନ କରିବେ ବୋଲି ଜଣାଯାଇଛି  । କଟକ ଏସିବି ହସ୍ପିଟାଲରେ ଅଗ୍ନିଶମ ବିଭାଗର…

୧୯ ଜଣଙ୍କୁ ଓଡ଼ିଶା ଅଗ୍ନିଶମ ସେବାର ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶା ଅଗ୍ନିଶମ ସେବାର ନିଯୁକ୍ତି ପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ। ଏଥିରେ ଯୋଗ ଦେଇଥିଲେ ଶକ୍ତି ଓ ଏମଏସଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଅଗ୍ନିଶମ ବିଭାଗ ଡିଜି ବି.କେ ଶର୍ମା। ଉତ୍ସବରେ ୧୯ ଜଣ ପିଲାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ମନ୍ତ୍ରୀ।…