Browsing Tag

odisha police

ସାବାଡ ହେବେ ମଦୁଆ ଡ୍ରାଇଭର, ମଦ୍ୟପଙ୍କ ଉପରେ ନଜର ରଖିବା ପାଇଁ କଡ଼ାକଡ଼ି ହେବ ଚେକିଂ

ସାବାଡ ହେବେ ମଦୁଆ ଡ୍ରାଇଭର। ମଦ୍ୟପଙ୍କ ଗାଡି ଚାଳନା ପାଇଁ ସର୍କୁଲାର ଜାରିକଲେ ପୋଲିସ ଡିଜି ବିଜୟ ଶର୍ମା। ଜରିମାନା ସହ ଗିରଫ ହେବେ ମଦୁଆ ଡ୍ରାଇଭର। ଆଜି ସଂଧ୍ୟାରୁ ଜାରି ହେବ ଏହି କଟକଣା। ଏନେଇ ୧୪ଟି ଟୋଲଗେଟ୍‌ରେ ହେବ ଚେକିଂ। ମଦ୍ୟପଙ୍କ ଉପରେ ନଜର ରଖିବା ପାଇଁ କଡ଼ାକଡ଼ି ହେବ ଚେକିଂ।…

 ଭୁବନେଶ୍ୱର: ମହଙ୍ଗା ପଡିଲା ଡ୍ୟୁଟିରେ ଅବହେଳା, ନିଲମ୍ବନ ଅବସ୍ଥାରେ ୨ କନେଷ୍ଟବଳଙ୍କୁ ଅନ୍ୟତ୍ର ବଦଳି

ମହଙ୍ଗା ପଡିଲା ଡ୍ୟୁଟିରେ ଅବହେଳା। ଖବର ପ୍ରସାରଣ ପରେ ୨ଜଣ କନେଷ୍ଟବଳ ନିଲମ୍ବିତ। ଟ୍ରାଫିକ ଡିସିପି କେ.ଏସ୍‌. ବେହେରା ଓ ଏ.କେ. ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି। ଏମାନେ ଦୁଇ ଜଣ ମଦ୍ୟପାନ କରି ରୂପାଲି ଛକରେ ଡ୍ୟୁଟି କରୁଥିଲେ। ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଏହାକୁ…

ସ୍ୱାଧୀନତା ଦିବସ ପୂର୍ବରୁ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ସମ୍ବେଦନଶୀଳ ସ୍ଥାନମାନଙ୍କରେ ସେନା…

ଭୁବନେଶ୍ବର (କେନ୍ୟୁଜ୍): ସ୍ୱାଧୀନତା ଦିବସ ପୂର୍ବରୁ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । କନ୍ଧମାଳ ଜିଲ୍ଲାରେ ଧୁମଧାମରେ ପାଳିତ ହେବ ସ୍ୱାଧୀନତା ଦିବସ । ଏଥିପାଇଁ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ତୀକ୍ଷ୍‌ଣ ନଜର ରଖିଛି ପୋଲିସ । ଜିଲ୍ଲାର ସମସ୍ତ ସମ୍ବେଦନଶୀଳ ଓ ଅତି…

ଦାୟିତ୍ୱ ନେଲେ ନୂଆ ଡିଜିପି, ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ କହିଲେ ବିଜୟ କୁମାର ଶର୍ମା

ପୋଲିସ ଡିଜିପି ଭାବରେ ଦାୟିତ୍ୱ ନେଇଛନ୍ତି ବିଜୟ କୁମାର ଶର୍ମା। ରାଜ୍ୟ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ବି. କେ. ଶର୍ମା କହିଛନ୍ତି, ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ ରହିବ। ନକ୍ସଲ ଦମନକୁ ଗୁରୁତ୍ୱ…

ପୋଲିସକୁ ସୁରକ୍ଷା ଦାବି ନେଇ କେତେକ ଖବରକାଗଜରେ ପ୍ରସାରିତ ଖବରକୁ ଓଡ଼ିଶା ପୋଲିସ ସଂଘର କଡା ନିନ୍ଦା

ବାଲିଆପାଳରେ ପୋଲିସ ଉପରେ ଉତ୍ତ୍ୟକ୍ତଙ୍କ ଆକ୍ରମଣ ଘଟଣାରେ କେତେକ ଖବରକାଗଜରେ ପୋଲିସ ସୁରକ୍ଷା ଲୋଡୁଥିବା ନେଇ ଖବର ପ୍ରସାରିତ ହେବା ପରେ ଏହାକୁ କଡ଼ା ନିନ୍ଦା କରିଛି ଓଡ଼ିଶା ପୋଲିସ ସଂଘ। ଏହାକୁ ସଂପୂର୍ଣ୍ଣ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ଓଡ଼ିଶା ପୋଲିସ ସଂଘ ସଭାପତି ସତ୍ୟଜିତ ମିଶ୍ର…

ନୟାଗଡ: ନାବାଳିକାକୁ ଅପହରଣ କରି ଭିକ୍ଷାବୃତ୍ତିରେ ଲଗାଉଥିଲା ଅଭିଯୁକ୍ତ, ଉଦ୍ଧାର କରିଥିବାରୁ ଗ୍ରାମବାସୀ ଦେଲେ…

ଟାଙ୍ଗି: ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲା ଚାନ୍ଦପୁରର ନାବାଳିକା ଝିଅ ମିତାଲି ଚୌଧୁରୀ ନିଖୋଜ ଘଟଣାରେ ପୋଲିସକୁ ମିଳିଛି ସଫଳତା। ଦୀର୍ଘ ୧୨ ଦିନ ପରେ ପୋଲିସ ଅଭିଯୁକ୍ତକୁ ଧରିବାରୁ ଗ୍ରାମବାସୀ କଲେ ପୋଲିସକୁ ସମ୍ବର୍ଦ୍ଧନା। ସୂଚନା ମୁତାବକ ଚାନ୍ଦପୁର ଗୋପବନ୍ଧୁନଗର ରାଜେଶ କୁମାର…

ପୋଲିସ ଏତଲା ଅନଲାଇନରେ ପହଞ୍ଚିବ କୋର୍ଟ, ଡିସେମ୍ବର ଶେଷସୁଦ୍ଧା ସାରା ରାଜ୍ୟରେ ଲାଗୁ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ

ପୋଲିସ ଏତଲା ଏଣିକି ଅନଲାଇନରେ କୋର୍ଟରେ ପହଞ୍ଚିବ। ଖୁବଶୀଘ୍ର କଟକ ଏସଡିଜେଏମ କୋର୍ଟରୁ ଏହି ବ୍ୟବସ୍ଥା ଆରମ୍ଭ ହେବ। ଡିସେମ୍ବର ଶେଷସୁଦ୍ଧା ସାରା ରାଜ୍ୟରେ ଏହାକୁ ଲାଗୁ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜେଲଗୁଡ଼ିକୁ ସେପ୍ଟେମ୍ବର ମାସରୁ ଏଥିରେ ସଂଯୋଗ କରାଯିବ ବୋଲି କହିଛନ୍ତି ରାଜ୍ୟ…

ଓଡ଼ିଶା ପୋଲିସକୁ ସଫଳତା, IT କ୍ଷେତ୍ରରେ ସଫଳତା ପାଇଁ ମିଳିବ ଡିଜି NCRB ରନିଂ ଟ୍ରଫି

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶା ପୋଲିସକୁ ସଫଳତା । IT କ୍ଷେତ୍ରରେ ସଫଳତା ପାଇଁ ମିଳିବ ଡିଜି NCRB ରନିଂ ଟ୍ରଫି । କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟଓ୍ଵର୍କ ଆଣ୍ଡ ସିଷ୍କମ୍ସ ପ୍ରୋଜେକ୍ଟ ବା CCTNS ବ୍ୟବସ୍ଥା ବ୍ୟବହାର ପାଇଁ ଏହି ଟ୍ରଫି ମିଳିବ । ମୁଖ୍ୟମନ୍ତ୍ରୀଙ୍କ 5-T ମନ୍ତ୍ର ପରେ…

ସଡ଼କ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ପ୍ରାଥମିକ ଚିକିତ୍ସା କରିବ ପୋଲିସ, ପ୍ରଥମ ପର୍ଯ୍ୟାୟରେ ୬ଟି ପିସିଆର ଗାଡିକୁ ମିଳିଲା…

ଭୁବନେଶ୍ବର : ସଡ଼କ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ପ୍ରାଥମିକ ଚିକିତ୍ସା କରିବ ପୋଲିସ । ଏଭଳି ନୂଆ ତରିକା ଆପଣେଇଛି କମିଶନରେଟ ପୋଲିସ । ଆଜି ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ୬ଟି ପିସିଆର ଗାଡିରେ କମିଶନରେଟ ପୋଲିସ ପକ୍ଷରୁ ପ୍ରଦାନ କରାଯାଇଛି ଫାଷ୍ଟ ଏଡ ବକ୍ସ। ଦୁର୍ଘଟଣାରେ ଆହତମାନଙ୍କୁ…