Browsing Tag

odisha weather department

୨୪ରୁ ପୁଣି ଓଡ଼ିଶାରେ ପଶ୍ଚିମା-ଝଡ, ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ପୁଣି ୨୪ ତାରିଖରୁ ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବ। ଏହାର ପ୍ରଭାବରେ ୨୪, ୨୫ ଓ ୨୬ ତାରିଖରେ ବର୍ଷିବ । ୨୪ରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ୨୫ ତାରିଖରେ…

ଆଜି ଗଭୀର ଅବପାତର ରୂପ ନେବ ଅବପାତ: ଦକ୍ଷିଣ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୯ଟି ଜିଲ୍ଲାକୁ ୟେଲୋ

ଭୁବନେଶ୍ବର: ଆଜି ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ ଅବପାତ । ପରେ ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ରହିବ । ଆଜି ରାତିରେ ନର୍ସାପୁର ଓ ବିଶାଖାପାଟଣା ମଝିରେ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ଏବେ ବିଶାଖାପାଟଣାଠାରୁ ୩୧୦ କିଲୋମିଟର ଦକ୍ଷିଣ ପୂର୍ବରେ ରହିଛି ।…

ରାଜ୍ୟରେ ପାଗରେ ଅସ୍ୱାଭାବିକ ପରିବର୍ତ୍ତନ: ୧୦ଟି ସ୍ଥାନରେ ୩୫ ଡିଗ୍ରୀ ଉପରେ ପାରା

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ପାଗରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଇଛି । ଅସହ୍ୟ ଖରା ସାଙ୍ଗରୁ ତାତି। ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ବର୍ଷା ବଦଳରେ ଟାଇଁ ଟାଇଁ ଖରା । ଅସହ୍ୟ ଖରା ତାତିକୁ ନେଇ ଘରୁ ବାହାରିବା କଷ୍ଟସାଧ୍ଯ ହୋଇପଡିଛି। ମିଳିଥିବା ସୂଚନା…