ସରକାରୀ ଯୋଜନା କାହା ପାଇଁ? ପରିଣତ ବୟସରେ ଅସହାୟ ଭାବେ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତି
ହରଭଙ୍ଗା : ଖୋଲା ଆକାଶ ତଳେ ଚୁଲି ଉପରେ ବସିଛି କଡ଼େଇ । କଡ଼େଇ ପାଖରେ ବସି ଥୁରୁଥୁରୁ ହୋଇ ଏକ ଲୟରେ ଚାହିଁ ରହିଛନ୍ତି ଏ ବୁଢୀ ମାଆ ଜଣକ । ଶରୀରରେ ଚାଲିବାକୁ ଯୁ ନାହିଁ । ତଥାପି ପେଟ ପାଇଁ କିଛି ତ କରିବାକୁ ପଡ଼ିବ । ଏ ବୃଦ୍ଧା ଜଣଙ୍କ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା…