Browsing Tag

oldage home

ନୂଆବର୍ଷରେ ଅଘଟଣ: ଶୋଇଥିବା ବେଳେ ବୃଦ୍ଧାଶ୍ରମରେ ଲାଗିଗଲା ନିଆଁ, ୨ ମହିଳା ମୃତ

ଦିଲ୍ଲୀର ଗ୍ରେଟର କୈଳାଶର ଏକ ବୃଦ୍ଧାଶ୍ରମରେ ଭୀଷଣ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କ ଜୀବନ ଚାଲିଯାଇଛି । ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାକୁ ନେଇ ସାଉଥ ଦିଲ୍‌ଲୀ ପୋଲିସ ଡିସିପି ଚନ୍ଦନ ଚୌଧୁରୀ…

ଭିନ୍ନ ମଣିଷର ଭିନ୍ନ ଶରୀର ପାଇଁ ଘରେ ଦେଲେନାହିଁ ଜାଗା, ଜୀବନର ଶେଷ ଠିକଣା ପାଲଟିଛି ଜରା ନିବାସ

ଗଞ୍ଜାମ(କେନ୍ୟୁଜ୍):  ଗୋଟିଏ ଜନ୍ମଗତ ରୋଗ ମୋତେ ମୋ ପରିବାର ଠାରୁ ଅଲଗା କରିଦେଲା। ଲୋକଙ୍କ କଟାକ୍ଷ ମୋତେ ଡାଆଣୀ ସଜାଇ ଦେଲା। ଶେଷରେ ମୋଜୀବନର ଠିକଣା ଏହି ଜରା ନିବାସ ହିଁ ପାଲଟି ଯାଇଛି। ଏହି ମର୍ମସ୍ପର୍ଶୀ କଥା ଥିଲା ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ କାଦପଡା ଗାଁର କୁମାରୀ ନାୟକଙ୍କର।…