Browsing Tag

ollywood actor sabyasachi

କ୍ୟାଣ୍ଟିନର ନାମ ସବ୍ୟସାଚ୍ଚୀ, ଜାଣନ୍ତୁ କିଏ ଓ କାହିଁକି ଏମିତି ନାମ ରଖିଛି

କେନ୍ୟୁଜ୍(ବ୍ୟୁରୋ): ପୁଣି ଚର୍ଚ୍ଚାରେ ଅଭିନେତା ସବ୍ୟସାଚ୍ଚୀ ମିଶ୍ର। ଦିନ ଥିଲା ଲକ୍‌ଡାଉନ୍‌ରେ ସବ୍ୟସାଚ୍ଚୀ ରାଜ୍ୟ ବାହାରେ ଫସିରହିଥିବା ପ୍ରବାସୀଙ୍କୁ ଘରକୁ ଫେରାଇ ଆଣି ଲୋକପ୍ରିୟ ହୋଇଥିଲେ। ଏହା ସହିତ ଲକଡାଉନରେ  ହଇରାଣ ହରକତ ହେଉଥିବା କିଛି ଲୋକଙ୍କୁ ଖାଇବା ପଦାର୍ଥ ଦେଇ ନିଜ…

ପୁଣି ପ୍ରବାସୀଙ୍କୁ ସହଯୋଗର ହାତ ବଢ଼ାଇଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ବର: ପୁଣି ସହଯୋଗର ହାତ ବଢ଼ାଇଲେ ଅଭିନେତା ସବ୍ୟସାଚୀ । ଗୁଜରାଟର ସୂୂତାମିଲରେ କାମ କରୁଥିବା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର ଅସୁସ୍ଥ ଯୁବକ ରମାକାନ୍ତଙ୍କୁ କାର ଓ ବସରେ ଘରକୁ ଆସିବାର ବ୍ୟବସ୍ଥା କଲେ ସବ୍ୟସାଚୀ । ଦୁଇ ସପ୍ତାହ ତଳେ ରମାକାନ୍ତ ଅସୁସ୍ଥ ହୋଇପଡିଥିଲେ ।…