ଅନ୍ଲାଇନ ଜୁଆ ନେଲା ଯୁବକଙ୍କ ଜୀବନ, ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବା ପରେ ଋଣଗ୍ରସ୍ତ ହୋଇ କଲେ ଆତ୍ମହତ୍ୟା
ଜଳେଶ୍ବର(କେନ୍ଯୁଜ୍): ଅନ୍ଲାଇନ ଜୁଆ ନେଲା ଯୁବକଙ୍କ ଜୀବନ । ଅନଲାଇନରେ ଟ୍ରେଡିଂ ଓ ଗ୍ୟାମ୍ବଲିଂ ଖେଳି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବା ପରେ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆମ୍ବିଳିଅଠା ଗାଁର ୨୭ବର୍ଷୀୟ ସୌମିତ୍ର ନନ୍ଦୀ ।…