Below header
Browsing Tag

Pakistan Flood

୧୩୦୦ ଲୋକଙ୍କ ଜୀବନ ନେଲାଣି ପାକିସ୍ତାନର ପ୍ରଳୟଙ୍କରୀ ବନ୍ୟା! ୭ ଲକ୍ଷରୁ ଅଧିକ ଗୋରୁଗାଈ ମୃତ…ବ୍ୟାପୁଛି ମ୍ୟାଲେରିଆ,…

ପାକିସ୍ତାନରେ ଅତି ପ୍ରବଳ ବର୍ଷା ଏବଂ ଉତ୍ତର ଦିଗ ପାହାଡ଼ଗୁଡ଼ିକରେ ଗ୍ଲାସିୟର ତରଳିବା କାରଣରୁ ଆସିଥିବା ବନ୍ୟା ଏଠାରେ ବିନାଶକାରୀ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ଏ ପର୍ଯ୍ୟନ୍ତ ପାଖାପାଖି ୧୩୦୦ ଲୋକଙ୍କ ଜୀବନ ଗଲାଣି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଡାଇରିଆ ଓ ମ୍ୟାଲେରିଆ ଭଳି ଜଳବାହକ…

ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟାର ଗମ୍ଭୀର ରୂପ: ମୃତ୍ୟ ସଂଖ୍ୟା ୧୧୩୬କୁ ବୃଦ୍ଧି , ଉଦ୍ଧାର ହେଲେ ୫୧ ହଜାର ୨୭୫ ଜଣ

ନୂଆଦିଲ୍ଲୀ : ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟାର ଗମ୍ଭୀର ରୂପ । ଲଗାଣ ବର୍ଷା ଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇପଡିଛି । ରାସ୍ତାଘାଟ ଘର ଦ୍ବାର ସବୁଆଡେ ପାଣି ବୁଡି ରହିଛି । ଲୋକେ ଅଣ୍ଟାଏ ଉଚ୍ଚର ପାଣିରେ ପଶି ଯା-ଆସ କରୁଥିବା ବେଳେ ସେମାନଙ୍କ ଜୀବନଜୀବିକା…