ତାମିଲନାଡୁ ପରେ ପାଲଘର ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ, ୪ ଆହତ
ପାଲଘର : ମହାରାଷ୍ଟ୍ର ପାଲଘରରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।
ଦୁଇଦିନ ତଳେ ତାମିଲନାଡୁ ବିରୁଧନଗରରେ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା । ଏଥିରେ ୨୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୬ ଜଣ ଆହତ…