ହାତ ରେଖାରୁ ଚିହ୍ନନ୍ତୁ ରୋଗ: ଜାଣନ୍ତୁ କେଉଁ ଚିହ୍ନ ଥିଲେ ହୁଏ କି ରୋଗ
ହସ୍ତରେଖା ଶାସ୍ତ୍ରରୁ କ୍ୟାରିୟର, ଉନ୍ନତି, ଆର୍ଥିକ ସ୍ଥିତି, ବିବାହ ବ୍ୟତୀତ ଭବିଷ୍ୟତରେ ହେବାକୁ ଥିବା ରୋଗ ବିଷୟରେ ବି ଜଣାପଡ଼େ। ବ୍ୟକ୍ତି କେବେ ରୋଗରେ ପଡ଼ିବେ, କେଉଁ ଗମ୍ଭୀର ରୋଗର ଶିକାର ହେବେ ତାହା ବି ହାତର ରେଖାରୁ ଜଣାପଡ଼େ। ତେବେ ଆସନ୍ତୁ ଜାଣିବା ହାତ ରେଖାର ସ୍ଥିତି ଓ ସେଥିରେ…