Below header
Browsing Tag

panchkula

କୃଷକ ଆନ୍ଦୋଳନ : ପଞ୍ଚକୁଲାରେ ୧୪୪ ଧାରା ଲାଗୁ, ଆନ୍ଦୋଳନକୁ ରୋକିବାକୁ କ୍ରେନ, ପଥର, ଟାୟାର କିଲର ଏବଂ ରାସ୍ତାର କଣ୍ଟା…

କୃଷକ ଆନ୍ଦୋଳନକୁ ନେଇ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି । ଗୋଟେ ପଟେ ହରିୟାଣା ସରକାର ରାଜ୍ୟର ୭ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି । ସେପଟେ ଚଣ୍ଡୀଗଡର ପଞ୍ଚକୁଲାରେ ୧୪୪ ଧାରା ଲାଗୁ କରାଯାଇଛି । ପଞ୍ଚକୁଲା ଡିସିପି ସୁମେର ସିଂ ପ୍ରତାପଙ୍କ କହିବାନୁସାରେ, ଚାଲିକି,…

ଦୀପାବଳି ଭେଟିରେ କର୍ମଚାରୀ ଙ୍କୁ କାର୍ ଉପହାର ଦେଲା ଫାର୍ମା କମ୍ପାନୀ, ଖୁସି ହୋଇଗଲେ କର୍ମଚାରୀ

ଆସୁଛି ଆଲୋକର ପର୍ବ ଦୀପାବଳି। ଆଉ ଏଥର ଦୀପାବଳୀ ଭେଟିରେ କର୍ମଚାରୀଙ୍କୁ ମିଳିବାକୁ ଯାଉଛି କାର ଗିଫ୍ଟ। କଣ ଭାବିଲେ କି ଆମେ ମିଛ କହୁଛୁ ? ନା ଆଜ୍ଞା ଏହା ବିଲକୁଲ ସତ। ଏଥର ଦୀପାବଳୀକୁ ଧ୍ୟାନରେ ରଖି କମ୍ପାନୀ ନିଜ ଏମ୍ପଲୟୀଙ୍କୁ ଦେଉଛି ବଢ଼ିଆ ଉପହାର। ପଞ୍ଚକୁଲାର ଏହି ଫାର୍ମା କମ୍ପାନୀ ନିଜ…

ବିକ୍ରି ହେଲା ମାଧୁରୀ ଦୀକ୍ଷିତଙ୍କ କୋଠି, ଏତେ କୋଟି ଟଙ୍କାରେ କିଣିଲେ ୩ଜଣ ଲୋକ

ଶେଷରେ ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ କୋଠି ଗୁରୁବାର ବିକ୍ରି ହୋଇଛି। କୋଠିର ରେଜିଷ୍ଟ୍ରୀ ପାଇଁ ତାଙ୍କ ସ୍ୱାମୀ ଶ୍ରୀରାମ ମାଧବ ନେନେ ହରିୟାଣାର ପଞ୍ଚକୁଲା ପହଞ୍ଚିଥିଲେ। ଆସନ୍ତୁ ଜାଣିବା କେତେ ଟଙ୍କାରେ କୋଠି ବିକ୍ରି ହେଲା ଏବଂ କିଏ କିଣିଛନ୍ତି ମାଧୁରୀଙ୍କ କୋଠି। ମାଧୁରୀ…