Below header
Browsing Tag

petrol diesel price hike

ଲଗାତର ୧୭ ଦିନ ପାଇଁ ବୃଦ୍ଧି ହୋଇଛି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ବର୍ତ୍ତମାନ ଲିଟର ପ୍ରତି କେତେ ରହିଛି ଦର ?

ନୂଆଦିଲ୍ଲୀ: ଲଗାତର ୧୭ ଦିନ ପାଇଁ ବୃଦ୍ଧି ହୋଇଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୨୦ ପଇସା ଓ ଡିଜେଲ ୫୫ ପଇସା ବୃଦ୍ଧି ହୋଇଛି । ଏହି ଦର ବୃଦ୍ଧି ଫଳରେ ପେଟ୍ରୋଲ ଦାମ୍ ଲିଟର ପିଛା‌ ୮୦ ଟଙ୍କା ପାର କରିଥିବା ଜଣାପଡିଛି । ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ପେଟ୍ରୋଲ…

ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ଦାମ

କରୋନାର ଏହି ଆର୍ଥିକ ସଂକଟ ଭିତରେ ମୁଣ୍ଡ ବ୍ୟଥାର କାରଣ ସାଜୁଛି ମହଙ୍ଗା ମାଡ। ଦେଶରେ ଯେଭଳି ହୁ ହୁ ହୋଇ ବଢ଼ୁଛି କରୋନା, ଠିକ ସେମିତି ଦେଶରେ ବଢ଼ୁଛି ମହଙ୍ଗା ଦର। ବର୍ତ୍ତମାନ ପେଟ୍ରୋଲର ଦାମ ୮୭ ଟଙ୍କା ପାର କରିଥିବାବେଳେ ଡିଜେଲର ଦାମ ମଧ୍ୟ ୮୦ ଟଙ୍କା ପାଖାପାଖିରେ ପହଁଚିଛି। ରବିବାର ତୈଳ…

ଗାଡି ଚାଳକଙ୍କୁ ଝଟକା ! ଲଗାତର ୪ ଦିନ ଧରି ବଢ଼ିଚାଲିଛି ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ

ଦେଶରେ ଅନଲକ ୧.୦ ଆରମ୍ଭ ହୋଇଯାଇଛି। ପେଟ୍ରୋଲ-ଡିଜେଲ ଦାମରେ ଲଗାତର ବଢ଼ିବାରେ ଲାଗିଛି। ୪ ଦିନରେ ପେଟ୍ରୋଲ ଦାମରେ ଲଗାତର ବଢ଼ିବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲ ଦାମ। ରାଜ୍ୟରେ ବଢ଼ିଚାଲିଛି ପେଟ୍ରୋଲ ଡିଜେଲ ଦର। ଲଗାତର ୪ ଦିନ ଧରି ବଢ଼ିଚାଲିଛି…

ଆସାମରେ ପେଟ୍ରୋଲ ୬ ଏବଂ ଡିଜେଲ ପାଞ୍ଚ ଟଙ୍କା ହେଲା ମହଙ୍ଗା, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ

କରୋନା ଭାଇରସ ସଙ୍କଟ କାରଣରୁ ତେଲ ଉତ୍ପାଦନରେ ଅଭାବ ଆସିଲାଣି। ତେଲର ସବୁ ଭଣ୍ଡାରର ସୁବିଧା ମଧ୍ୟ ନିଜର ପୂର୍ଣ୍ଣ କ୍ଷମତା ଉପରେ ପହଞ୍ଚି ସରିଛି। ଭାରତରେ ଲକଡାଉନ କାରଣରୁ ପେଟ୍ରୋଲ-ଡିଜେଲ ଦାମରେ ପରିବର୍ତ୍ତନ ହୋଇନାହିଁ। କେବଳ ଆସାମରେ ପେଟ୍ରୋଲ ଛଅ ଏବଂ ଡିଜେଲ ପାଞ୍ଚ ଟଙ୍କା ପ୍ରତି ଲିଟର…

ଦିନକୁ ଦିନ ବଢୁଛି ପେଟ୍ରୋଲ ଓ ଡିଜେଲ ଦର, ସପ୍ତାହେ ମଧ୍ୟରେ ବ୍ରହ୍ମପୁରରେ ବଢିଲାଣି ୨ଟଙ୍କା

ଭୁବନେଶ୍ବର (କେନ୍ୟୁଜ୍) : ଦିନକୁ ଦିନ ବଢୁଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୭୨ ଟଙ୍କା ୭୧ ପଇସା ରହିଛି । ସେହିପରି ଡିଲେ ଦର ୭୧ ଟଙ୍କା ୪୫ ପଇସା ରହିଛି । ବ୍ରହ୍ମପୁରରେ ମଧ୍ୟ ତେଲ ଦର ବୃଦ୍ଧଇ ହୋଇଛି । ବ୍ରହ୍ମପୁରରେ ପେଟ୍ରୋଲ ଦର ୭୩ ଟଙ୍କା ୭୧ ପଇସା ଥିବା…