UPI ଡାଉନ୍: ବନ୍ଦ ହୋଇଗଲା PhonePe, Paytm, Google Pay ମାଧ୍ୟମରେ ପେମେଣ୍ଟ
UPI ଡାଉନ୍ : ଆଜି ଅର୍ଥାତ୍ ଶନିବାର ସକାଳେ ଏକ ବଡ଼ ଟେକନିକାଲ୍ ସମସ୍ୟା ଯୋଗୁଁ ଭାରତରେ UPI ସେବା ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ୟୁଜର୍ସମାନେ ଡିଜିଟାଲ୍ କାରବାର କରିପାରି ନଥିଲେ । ଏହି ହଠାତ୍ ବିଭ୍ରାଟ UPIକୁ ପ୍ରଭାବିତ କରିଥିଲା । ଅନେକ ୟୁଜର୍ସ ସେମାନଙ୍କର ପେମେଣ୍ଟ ସମାପ୍ତ…