Browsing Tag

picnic spot

ଖଣ୍ଡିକନପା ପିକନିକ୍ ସ୍ପଟରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼, ଉପଭୋଗ କରୁଛନ୍ତି ମନୋରମ ଦୃଶ୍ୟ

କଣ୍ଟାମାଳ: ଏବେ ଚାଲିଛି ପର୍ଯ୍ୟଟନ ଋତୁ । ଏଣୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼ । ପରିବାର ଓ ସାଙ୍ଗସାଥି ମେଳରେ ଚାଲିଛି ଭୋଜି ଭାତର ଆସର । ଚାରିପାଖେ ସବୁଜିମାର ବିସ୍ତୀର୍ଣ୍ଣ ଓଢଣୀ ଆଉ ଉପରେ ନୀଳ ଆକାଶ । ପାହାଡିଆ ଅଞ୍ଚଳରେ ପଥରକୁ କାଟି କୁଳୁକୁଳୁ ହୋଇ ବହିଯାଉଛି…

ପିକିନିକ୍ ର ହଟସ୍ପଟ ସାଜିଛି ରାମଗଡର ଜଗନ୍ନାଥ ବନ ପ୍ରକଳ୍ପ, ଛୁଟୁଛି  ପର୍ଯ୍ୟଟକଙ୍କ ସୁଅ

ହରଭଙ୍ଗା: ଘଞ୍ଚ ଜଙ୍ଗଲର ଭ୍ରମ । ତାହା ପୁଣି ଚିରସ୍ରୋତା ମହାନଦୀ କୁଳରେ । ଜଙ୍ଗଲର ଶାନ୍ତ ପରିବେଶ, ମହାନଦୀର କୁଳୁକୁଳୁ ଗୀତ, ତା ସହିତ ନିଜ ସାଙ୍ଗସାଥି, ପରିବାର ପ୍ରିୟଜନଙ୍କ ମେଳରେ ବଣ ଭୋଜିର ମଜା ଆଉ ପ୍ରକୃତି ସହିତ ମିଶିବାର ଆନନ୍ଦ ବେଶ ନିଆରା । ପିକନିମ୍ ଋତୁ ଆରମ୍ଭରୁ ହିଁ ଚଳଚଞ୍ଚଳ…

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ନୃସିଂହନାଥ ପୀଠ, ପର୍ଯ୍ୟଟନ ଋତୁରେ ଥରେ ବୁଲିଆସନ୍ତୁ ଏହି ସ୍ଥାନ

ଆମ ଦେଶର ମଠ ମନ୍ଦିରରେ ଏମିତି କିଛି ପରମ୍ପରା ରହିଛି ଯାହାକୁ ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ଠିକ୍‌ ଯେମିତି ପଶ୍ଚିମ ଓଡିଶାର ପ୍ରସିଦ୍ଧ କ୍ଷେତ୍ର ନୃସିଂହନାଥ ପୀଠ । ମନ୍ଦିର କାରୁକାର୍ଯ୍ୟ, ଏଠାକାର ପ୍ରାକୃତିକ ପରିବେଶ, ଗନ୍ଧମାର୍ଦନ ପର୍ବତ ଓ ଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ…

ଆସିଛି ବଣଭୋଜି ଋତୁ, ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ମଣ୍ଡାସରୁ କୁଟି

କୁଳୁକୁଳୁ ଶବ୍ଦରେ ବୋହି ଯାଉଛି ଝରଣା । ସାଙ୍ଗରେ ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦରେ କମ୍ପି ଉଠୁଛି ସମଗ୍ର ପରିବେଶ । ଡିଜିଟାଲ ଦୁନିଆରୁ ଟିକେ ବାହରିଗଲେ ଆମ ଏଇ ଓଡ଼ିଶାରେ ଏତେ ସୁନ୍ଦର ସ୍ଥାନ ରହିଛି ତାହା ଆପଣମାନେ ଜାଣି ପାରିବେ । କାରଣ ବର୍ତ୍ତମାନ ଆସିଛି ବଣଭୋଜି ଋତୁ । ଏନେଇ…

ଓଡ଼ିଶାର କାଶ୍ମୀରରେ ବଣଭୋଜି, ଦାରିଙ୍ଗବାଡ଼ିରେ ବଢ଼ୁଛି ପର୍ଯ୍ୟଟକଙ୍କ ଭିଡ଼

ଓଡ଼ିଶାର କାଶ୍ମୀର ତଥା ଓଡ଼ିଶାର ଭୂସ୍ବର୍ଗ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିକୁ ନୂଆ ବର୍ଷ ଉପଲକ୍ଷେ ବଢ଼ୁଛି ପର୍ଯ୍ୟଟକଙ୍କ ଭିଡ଼ । ଜମୁଛି ବଣଭୋଜିର ଆସର । ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ଭିତରୁ ଦାରିଙ୍ଗବାଡ଼ି ଅନ୍ୟତମ ଏହାକୁ ଓଡ଼ିଶାର ଭୂସ୍ବର୍ଗ ତଥା କାଶ୍ମୀର ମଧ୍ୟ କୁହାଯାଏ ।  ଶୀତ ଆସିଲେ…

ପର୍ବତମାଳାରେ ଭରା ବିନିକେୟୀ ଶକ୍ତି ପୀଠ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଓଡ଼ିଶାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ସବୁ ସ୍ଥାନର ସ୍ବତନ୍ତ୍ରତା ଭିନ୍ନ । ସେହିପରି ଆଠମଲ୍ଲିକ ଉପଖଣ୍ଡ ଦକ୍ଷିଣରେ ପ୍ରବାହିତ ମହାନଦୀ କୂଳରେ ରହିଛି ଅନେକ ମନ୍ଦିର, ମଠ ଏବଂ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ । ସେଥି ମଧ୍ୟରୁ ମା ବିନିକେୟୀ ଠାକୁରାଣୀଙ୍କ ଶକ୍ତିପୀଠ ଅନ୍ୟତମ । ଐତିହାସିକ…

ହୁଳୁହୁଳା ଗଣ୍ଡରେ ପର୍ଯ୍ୟଟକଙ୍କ ଭିଡ଼, ମନଭରି ଉପଭୋଗ କରୁଛନ୍ତି ପ୍ରକୃତିର ସୌନ୍ଦର୍ଯ୍ୟ

ପିକନିକ ଋତୁ ଚାଲିଛି । ଏନେଇ ପରିବାର ସହିତ ଭୋଜିଭାତ କରିବା ପାଇଁ ପର୍ଯ୍ୟଟନସ୍ଥଳୀକୁ ଯାଉଛନ୍ତି ପର୍ଯ୍ୟଟକ । ଗଞ୍ଜାମ ଜିଲ୍ଲା ସୋରଡା ଠାରୁ ଦଶ କିଲୋମିଟର ଦୂର ଭଗବାନ ପୁର ଗାଁ ନିକଟ ହୁଳୁହୁଳା ଗଣ୍ଡରେ ଭୋଜି କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ଏଠାକାର ନଦୀର କୁଳୁ କୁଳୁ ଶବ୍ଦ ସହିତ…

ମନ ମୋହୁଛି ମାଛକାନ୍ଦଣା ଜଳପ୍ରପାତ, ଶୀତଦିନେ ଜମୁଛି ବଣଭୋଜିର ଆସର

ନୂଆ ବର୍ଷ ହେଉ କି ବଡ଼ଦିନ ଏହି ପିକନିକ ଋତୁରେ ପର୍ଯ୍ୟଟନ ସ୍ଥଳୀକୁ ସବୁବେଳେ ଲୋକଙ୍କ ସୁଅ ଛୁଟିଥାଏ । ମନଲୋଭା ପରିବେଶ ଓ ବଣଭୋଜି ପର୍ଯ୍ୟଟକଙ୍କୁ ଦେଇଥାଏ ଅସରନ୍ତି ଖୁସି । ଆଉ ପ୍ରାକୃତିକ ପରିବେଶରେ ସେଲଫି ନେବାରେ ମଜି ଯାଆନ୍ତି ପର୍ଯ୍ୟଟକ । ସେଥିପାଇଁ ବିଭିନ୍ନ ପର୍ଯ୍ୟଟନ…

ଖଣ୍ଡିକନପାରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼, ସାଙ୍ଗସାଥି ମେଳରେ ଚାଲିଛି ଭୋଜିଭାତର ଆସର

ଚାରିପାଖେ ସବୁଜିମାର ବିସ୍ତୀର୍ଣ୍ଣ ଓଢଣୀ ଆଉ ଉପରେ ନୀଳ ଆକାଶ । ପାହାଡିଆ ଅଞ୍ଚଳରେ ପଥରକୁ କାଟି କୁଳୁକୁଳୁ ହୋଇ ବହି ଯାଉଛି ବାଘ ନଦୀ । ନିରୋଳା ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ଖୁସି ହେଉଛି ପ୍ରକୃତି ପ୍ରେମୀ । ବାଘନଦୀର ସୌନ୍ଦର୍ଯ୍ୟ ଜଳରାଶିକୁ ଦ୍ବିଗୁଣିତ ସୁନ୍ଦର କରୁଛି ।…

ନୂଆ ବର୍ଷ ପାଇଁ ଚଳଚଞ୍ଚଳ ମା ଉଗ୍ରତାରା ଶକ୍ତି ପୀଠ, ବଣଭୋଜି ପାଇଁ ପର୍ଯ୍ୟଟକମାନେ ଜମାଉଛନ୍ତି ବେଶ ଭିଡ

ନୂଆ ବର୍ଷ ପାଇଁ ଏବେ ଚାରିଆଡ଼େ ଚାଲିଛି  ଆମୋଦ ପ୍ରମୋଦ । ସମସ୍ତ ପର୍ଯଟନସ୍ଥଳୀ ଠାରୁ ଆରମ୍ଭ କରି ହୋଟେଲ ପାର୍କରେ ବେଶ୍ ଭିଡ଼ ହେଉଛି । ନୂଆ ବର୍ଷ ଆସିବାକୁ କେଇ ଘଣ୍ଟା ବାକି ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଲାଗିଛି ବେଶ୍ ଗହଳି ଚହଳି।…

ପିକନିକ୍ ସ୍ପଟ୍ ‘ଓଳାଶୁଣୀ’ରେ ଜମୁଛି ପର୍ଯ୍ୟଟକଙ୍କ ଭିଡ, ପୋଡପିଠା ଭୋଗ ଲଗାଇ ମାନସିକ ରଖୁଛନ୍ତି ଲୋକେ

ଯାଜପୁର: ଆରମ୍ଭ ହୋଇଛି ପିକନିକ୍ ଋତୁ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଏବେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ଆଉ ଏଥିରୁ ବାଦ ପଡିନାହିଁ ଯାଜପୁର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଓଳାଶୁଣୀ । ନବବର୍ଷର ଅବ୍ୟବହିତ ପୂର୍ବରୁ ଏଠାକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ । ପାହାଡ ଉପରେ…

କିମ୍ବଦନ୍ତୀରେ ଭରା ରଜାବସା, ଝରଣା ସତେ ଯେମିତି ଗୀତ ଗାଇ ପର୍ଯ୍ୟଟକଙ୍କୁ ଡାକେ

ମାନସିକ ଚାପ ହେଉ କି କାର୍ଯ୍ୟବ୍ୟସ୍ତତା । ଶୀତଋତୁ ଆସିଲେ ସମସ୍ତେ ପିକନିକ ପାଇଁ ସମୟ ବାହାର କରନ୍ତି । ଏହାରି ଭିତରେ ମଣିଷ ମନେମନେ ଖୋଜୁଥାଏ ପ୍ରକୃତିର ମନଲୋଭା ସ୍ଥାନ । ଯେଉଁଠି ଘଡିଏ ବସିବ, ସାଙ୍ଗସାଥି ମେଳରେ ମଜାକରିବ..ଆଉ ସବୁ କ୍ଲାନ୍ତିକୁ ମନରୁ ଦୁର କରିବ । ଏମିତି ଏକ ସ୍ଥାନ ହେଉଛି…