ଆମେରିକାରରେ କ୍ରାସ ହେଲା UPS ମାଲବାହୀ ବିମାନ, ଦୁର୍ଘଟଣାରେ ୩ ମୃତ ୧୦ରୁ ଅଧିକ ଆହତ
ଆମେରିକା ଭୟଙ୍କର ବିମାନ ଦୁର୍ଘଟଣା । ଆମେରିକାର ଲୁଇସଭିଲରେ କ୍ରାସ ହେଲା UPS ମାଲବାହୀ ବିମାନ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି । ଲୁଇସଭିଲର ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର ରୁ ଉଡ଼ାଣ ଭରିବାର କିଛି ସମୟ ପରେ ମ୍ୟାକଡୋନେଲ ଡଗଲାସ୍…