Browsing Tag

policemen died

ରାଜସ୍ଥାନ: ପୋଲିସ ଜିପ୍‌ ଉପରେ ଓଲଟି ପଡ଼ିଲା ଦ୍ରୁତଗାମୀ ଟ୍ରେଲର୍‌, ୩ ପୋଲିସ କର୍ମୀଙ୍କ ଶୋଚନୀୟ ମୃତ୍ୟୁ

ରାଜସ୍ଥାନର ସିକର୍‌ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ଏକ ଓଭରଲୋଡ୍‌ ଟ୍ରେଲର ଭାରସାମ୍ୟ ହରାଇ ପୋଲିସ ଗାଡ଼ି ଉପରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୩ ପୋଲିସ କର୍ମୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ…

ପାକିସ୍ତାନ: ନିର୍ବାଚନ ପୂର୍ବରୁ ଆତଙ୍କୀ ହାମଲା, ୧୦ ପୋଲିସ ଯବାନ ସହିଦ

ନିର୍ବାଚନ ପୂର୍ବରୁ ପାକିସ୍ତାନରେ ଆତଙ୍କୀ ହାମଲା । ଫଳରେ ୧୦ ଜଣ ପୋଲିସ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ପୋଲିସ କହିବା ମୁତାବକ, ଅଜ୍ଞାତ ଆତଙ୍କବାଦୀ ଗତକାଲି ରାତିରେ ଡିଆଇଖାନ ତହସିଲ ଦରବାନରେ ଥିବା ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଛନ୍ତି । ଖବର ମୁତାବକ, ପାକିସ୍ତାନର…

କରୋନାରେ ୨୬୫ ପୋଲିସ କର୍ମୀଙ୍କ ମୃତ୍ୟୁ, ଗତ ୨୪ ଘଣ୍ଟାରେ ୩୭୦ କୋଭିଡ୍‌ ପଜିଟିଭ୍‌

ବର୍ତ୍ତମାନ ସବୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ କରୋନାର ଶିକାର ହେଉଛନ୍ତି। ଲୋକଙ୍କୁ କରୋନା ନିୟମର ପାଳନ ନେଇ ସଚେତନ କରୁଥିବା ମହାରାଷ୍ଟ୍ର ପୋଲିସ ମଧ୍ୟ କରୋନା ସଂକ୍ରମଣ ଠାରୁ ବର୍ତ୍ତି ନାହିଁ। ରାଜ୍ୟରେ କରୋନା ମହାମାରୀରେ ସଂକ୍ରମିତ ହୋଇ ଇତି…