Browsing Tag

political murders

ବାଙ୍କୀ ରାଜନୈତିକ ହତ୍ୟା ମାମଲା, ୯ ଜଣଙ୍କୁ ଆଜୀବନ ସଜା ଶୁଣାଇଲେ କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍

ବାଙ୍କୀ : ୨୦୨୦ରେ ବାଙ୍କୀ ରାଜନୈତିକ ହତ୍ୟା ମାମଲାରେ ୯ ଜଣଙ୍କୁ ଆଜୀବନ ସଜା ।  ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଦଣ୍ଡାଦେଶ ଶୁଣାଇଲେ କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଓପିଆଇଡି କୋର୍ଟ ଜଜ । ହତ୍ୟାକାଣ୍ଡ ଘଟଣାରେ ୯ ଜଣ ଅଭିଯୁକ୍ତ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି…

ଦିଗପହଣ୍ଡି : ରାଜନୈତିକ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ପୁଣି ଗଲା ଜଣଙ୍କ ଜୀବନ

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ପୁଣି ରାଜନୀତିକ ଶତ୍ରୁତାକୁ ନେଇ ଘଟିଛି ହତ୍ୟାକାଣ୍ଡ। ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନବରଙ୍ଗପୁର ଗାଁ ରେ ଘଟିଥିବା ମର୍ଡର ଘଟଣାରେ ତଦନ୍ତ କରିବା ପାଇଁ ପୋଲିସ ଜାରୀ ରଖିଥିବା ବେଳେ ଆଜି ବ୍ରହ୍ମପୁର ଏସପି ପହଞ୍ଚି…