Browsing Tag

polygraph test

ଭରତପୁର ଥାନା ମାମଲା, ୫ ପୋଲିସ କର୍ମଚାରୀଙ୍କ ପଲିଗ୍ରାଫ୍ ଟେଷ୍ଟ କାଲି ଶେଷ ହେବ

ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନାରେ ସେନା କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ୫ ପୋଲିସ କର୍ମଚାରୀଙ୍କ ପଲିଗ୍ରାଫ୍ ଟେଷ୍ଟ କାଲି ଶେଷ ହେବ । ସୂଚନା ଅନୁସାରେ, ଏଯାଏଁ ୩ ଜଣଙ୍କର ପଲିଗ୍ରାଫ୍ ଟେଷ୍ଟ ସରିଛି । କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ନରେନ୍ଦ୍ର…

ଭରତପୁର ଥାନା ନିର୍ଯାତନା ମାମଲା, ପଲିଗ୍ରାଫ୍ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ପଲିଗ୍ରାଫ୍ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ । ପ୍ରଥମେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ । ଏହାପରେ ସବନିସପେକ୍ଟର ବୈଶାଳିନୀ ପଣ୍ଡା, ଏସଆଇ ସଲିଳାମୟୀ ସାହୁ ଓ ଏଏସଆଇ ସାଗରିକା ରଥ, ଜଣେ କାର୍ଯ୍ୟରତ…

ଭରତପୁର ନିର୍ଯାତନା ମାମଲା, ଆଜି ୫ ପୋଲିସ ଅଧିକାରୀଙ୍କ ହୋଇପାରେ ପଲିଗ୍ରାଫ୍‌ ଟେଷ୍ଟ

ଭୁବନେଶ୍ୱର : ଭରତପୁର ହାଜତ ନିର୍ଯାତନା ମାମଲାରେ ଆଜି ୫ ପୋଲିସ ଅଧିକାରୀଙ୍କ ହୋଇପାରେ ପଲିଗ୍ରାଫ୍ ଟେଷ୍ଟ । ଏହି ପ୍ରକ୍ରିୟା ୨ରୁ ୩ ଦିନ ଲାଗିପାରେ। ଗୁଜୁରାଟରେ ଥିବା କ୍ରାଇମବ୍ରାଞ୍ଚ ଦଳ ସମସ୍ତ କାଗଜପତ୍ର କାମ ସାରିବା ପରେ ୫ ଜଣ ପୋଲିସଙ୍କୁ ପରୀକ୍ଷାଗାରକୁ ନିଆଯିବ। ଆଜି ପ୍ରଥମ ଦିନରେ…

ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସୋମବାର ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର : ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସୋମବାର ହେବ ପଲିଗ୍ରାଫ ଟେଷ୍ଟ । ଅନ୍ୟ ଚାରି ଜଣଙ୍କର ମଧ୍ୟ ସୋମବାର ପଲିଗ୍ରାଫ ଟେଷ୍ଟ ହେବ । ଅନ୍ୟ ୪ ଜଣଙ୍କ ଭିତରେ ଅଛନ୍ତି ୩ ଜଣ ନିଲମ୍ବିତ ମହିଳା ପୋଲିସ ଅଧିକାରୀ ଓ ଜଣେ କାର୍ଯ୍ୟତର ଅଧିକାରୀ । ମହିଳା ଅଧିକାରୀମାନେ…

ଭରତପୁର ଥାନା ନିର୍ଯାତନା ମାମଲା: ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ

ଭୁବନେଶ୍ବର: ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ଆଉ ତିନି ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ। ସେମାନେ ହେଲେ ସବ ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ସଲିଳାମୟୀ ସାହୁ ଓ ସାଗରିକା ରଥ । ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ SDJM କୋର୍ଟ। ତା ସହ…

କୋଲକତା ନାରକୀୟ କାଣ୍ଡର ସତ କହିଲା ସଞ୍ଜୟ ରାୟ, ଧୈର୍ଯ୍ୟ ହରାଇବା ଓ ଉଦବେଳିତ ଥିବା ଭଳି ଜଣାପଡୁଥିଲା ସଇତାନ

କୋଲକତା : କୋଲକତା ନାରକୀୟ କାଣ୍ଡର ସତ କହିଲା ସଇତାନ ସଞ୍ଜୟ ରାୟ । କାଳ ରାତିରେ କଣ ଘଟିଥିଲା ସବୁ କିଛି କହିଛି ।  ଘଣ୍ଟା ଘଣ୍ଟା ଧରି ପଲିଗ୍ରାଫ ଟେଷ୍ଟ ବେଳେ ତାକୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଥିଲେ ଫୋରେନସିକ ବିଶେଷଜ୍ଞ ଟିମ ।  କୋଲକାତା ପ୍ରେସିଡେନସୀ ଜେଲ ପରିସରରେ ସଂଜୟର ପଲିଗ୍ରାଫ…

ଶେଷ ହୋଇଛି ସଂଜୟର ପଲିଗ୍ରାଫ ଟେଷ୍ଟ, କିଛି ସାମଗ୍ରୀ ସିବିଆଇକୁ ହସ୍ତାନ୍ତର କରିଛି ଅଭିଯୁକ୍ତ

କୋଲକାତା : ଶେଷ ହୋଇଛି ନରପିଶାଚ ସଂଜୟର ପଲିଗ୍ରାଫ ଟେଷ୍ଟ । କୋଲକାତା ଆରଜି କର ମେଡିକାଲ କଲେଜର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଂଜୟ ରୟର ପଲିଗ୍ରାଫ ଟେଷ୍ଟ ହୋଇଛି । ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଦିଲ୍ଲୀରୁ ଆସିଥିବା ଫୋରେନସିକ୍ ବିଶେଷଜ୍ଞ ଦଳ…

ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ହେବ ପଲିଗ୍ରାଫ ଟେଷ୍ଟ

କୋଲକତା : କୋଲକତା ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ହେବ ପଲିଗ୍ରାଫ ଟେଷ୍ଟ । ସନ୍ଦୀପ ଘୋଷଙ୍କ ସହ ୪ ଇଣ୍ଟର୍ଣ୍ଣ ଡାକ୍ତରଙ୍କ ହେବ ପଲିଗ୍ରାଫ ଟେଷ୍ଟ କରାଯିବ । ପଲିଗ୍ରାଫ ଟେଷ୍ଟ ପାଇଁ ସିବିଆଇକୁ ଅନୁମତି…

ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା,ସନ୍ଦୀପ ଘୋଷଙ୍କ ସହ ୪ ଇଣ୍ଟର୍ଣ୍ଣ ଡାକ୍ତରଙ୍କ ହେବ ପଲିଗ୍ରାଫ ଟେଷ୍ଟ

କୋଲକାତା: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ସନ୍ଦୀପ ଘୋଷଙ୍କ ହେବ ପଲିଗ୍ରାଫ ଟେଷ୍ଟ । ଆରଜିକର ମେଡିକାଲ କଲେଜ ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କର ହେବ ଟେଷ୍ଟ । ସନ୍ଦୀପ ଘୋଷଙ୍କ ସହ ୪ ଇଣ୍ଟର୍ଣ୍ଣ ଡାକ୍ତରଙ୍କ ମଧ୍ୟ ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ…

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ, CBIକୁ କୋର୍ଟରୁ ମିଳିଲା ଅନୁମତି

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ସଞ୍ଜୟ ରାୟଙ୍କର ହେବ ପଲିଗ୍ରାଫି ଟେଷ୍ଟ । ଏଥିପାଇଁ କୋର୍ଟରୁ ସିବିଆଇକୁ ଅନୁମତି ମିଳିଛି । ତଦନ୍ତକାରୀ ସଂସ୍ଥା କୋର୍ଟରେ ଏ ନେଇ ଆବେଦନ ଦାଖଲ କରିଥିଲା । ପୂର୍ବରୁ ଏଜେନ୍ସି ଅଭିଯୁକ୍ତଙ୍କ ମାନସିକ ପରୀକ୍ଷା କରାଇଥିଲା । ବର୍ତ୍ତମାନ…

ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟ ଯିବା ର୍ପୂବରୁ ମନଖୋଲା ହସୁଛି ଗୋପାଳ

ଗୁଜରାଟ ଯିବା ପୂର୍ବରୁ ଗୋପାଳ ହସୁଛି । ମନଖୋଲା ହସୁଥିବାର ଦେଖାଯାଉଛି । ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟ ନିଆଯିବା ପୂର୍ବରୁ ଝାରସୁଗୁଡ଼ା ଏୟାରପୋର୍ଟରେ ବସିଥିବା ବେଳେ ହସୁଥିଲା ଗୋପାଳ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଡର-ଭୟ କି ଅନୁତାପ ନାହିଁ । ଅବଶୋଷ କି ଅନୁଶୋଚନା…

ପଲିଗ୍ରାଫ୍‌ ଟେଷ୍ଟରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନରେ ଆଫ୍‌ତାବଙ୍କୁ ଆସିଲା ଜ୍ୱର, ଅଧିକାରୀଙ୍କୁ ମାଗିଲେ ସିଗାରେଟ୍‌

ଶ୍ରଦ୍ଧା ଓ୍ଵାଲକର ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି। ଏହି ସମୟରେ ସେ ଅଧିକାରୀଙ୍କ ପ୍ରଶ୍ନରେ ବୁଲାଇ ବୁଲାଇ ଉତ୍ତର ଦେଇଥିଲେ। ଫରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ଟିମ୍‌ ସୂତ୍ରରୁ ଜଣାପଡ଼ିଛି, ଆଫ୍‌ତାବଙ୍କ ଅଙ୍ଗଭଙ୍ଗୀ ଦେଖି ଲାଗୁ ନ ଥିଲା କି, ସେ କୌଣସି…