Below header
Browsing Tag

poor kidney patient

ପୁଅର ଜୀବନ ପାଇଁ ଏମିତି କଲେ ବାପା ମା’, ରାସ୍ତା ଉପରେ ୩୦ କିମି ଦଣ୍ଡ ଯାତ୍ରା କରି ଶ୍ରୀବଳଦେବଜୀଉଙ୍କୁ ଜଣାଇଲେ ଦୁଃଖ

କେନ୍ଦ୍ରାପଡା(କେନ୍ଯୁଜ୍): ସତରେ ବାପା-ମାଆ, ଏମିତି ଦୁଇ ବ୍ଯକ୍ତିତ୍ବ ଯାହାକୁ ଆମେ କାହା ସହ ବି ତୁଳନା କରିପାରିବା ନାହିଁ। ଏମାନେ ଅମୂଲ୍ୟ, ଦୁନିଆରେ ସବୁକିଛି ମିଳିପାରିବ ହେଲେ ବାପା ମାଆଙ୍କ ସ୍ନହ ମମତା କେହି ବି କେବେ ଦେଇପାରିବେ ନାହିଁ। ଏ ସ୍ୱାର୍ଥପର ଦୁନିଆରେ କେବଳ ଏହି ଦୁଇ ଜଣ ଯିଏ…

କାମ କରୁନି ଦୁଇ ଦୁଇଟି କିଡ୍‌ନୀ ଚିକିତ୍ସାରେ ବାଧକ ସାଜିଛି ଅର୍ଥ, ମିଳୁନି ସରକାରୀ ସହାୟତା

ଦଶରଥପୁର ବ୍ଲକ ଅଧୀନସ୍ଥ ପାଲଟପୁର ଗ୍ରାମ ପଞ୍ଚାୟତର ମୁରାରୀପୁର ଗାଁର ରାଜେଶ ଜେନା । ଦୁଇ ଦୁଇଟି କିଡ୍‌ନୀ ତାଙ୍କର କାମ କରୁନି । ବାପା ଜଣେ ଦିନ ମଜୁରିଆ । ମୂଲ ଲାଗି ବହୁ କଷ୍ଟ କରି ପୁଅକୁ ଦୁଇ ଅକ୍ଷର ପାଠ ପଢାଇଥିଲେ । ପାଠ ପଢି ପୁଅ ଚାକିରି କରିବ ଏବଂ ବାପା ମାଆଙ୍କର ଦୁଃଖ ଯିବ । ହେଲେ…