୫%, ୧୨% ଓ ୧୮%… ସ୍ୱାଦ ହିସାବରେ ପପକର୍ଣ୍ଣ ଉପରେ ଏହି ୩ ପ୍ରକାରର ଟ୍ୟାକ୍ସ, ସରକାର କଲେ ସ୍ପଷ୍ଟ
ରାଜସ୍ଥାନର ଜୈସଲମେରରେ ଅନୁଷ୍ଠିତ ଜିଏସଟି ପରିଷଦର ୫୫ତମ ବୈଠକରେ ପପକର୍ଣ୍ଣ ଉପରେ ଟ୍ୟାକ୍ସକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପପକର୍ଣ୍ଣକୁ ତିନି ପ୍ରକାର ଟ୍ୟାକ୍ସ ସ୍ଲାବରେ ଅନ୍ତର୍ଭୁକ୍ତ କରାଯାଇଛି । ପପକର୍ଣ୍ଣ ଉପରେ…