ଆଳୁରେ ଏମିତି କରନ୍ତୁ ଫେସିଆଲ୍; ଉଜ୍ଜ୍ୱଳ ଦିଶିବ ତ୍ୱଚା…ବେଶ୍ ପ୍ରଭାବଶାଳୀ ହୋଇଥାଏ ଏହି ଘରୋଇ ଉପାୟ
ଆପଣ ଏ ପର୍ଯ୍ୟନ୍ତ ଅନେକ ସ୍କିନ୍ କେୟାର ଟ୍ରିଟ୍ମେଣ୍ଟ କରାଇଥିବେ। ଫେସିଆଲ୍ ଏବଂ କ୍ଲିନ୍ଅପ୍ସ ମଧ୍ୟ କରାଇଥିବେ। କିନ୍ତୁ କ’ଣ କେବେ ଚେହେରାରେ ଆଳୁ ବ୍ୟବହାର କରିଛନ୍ତି? ଯଦି ନୁହେଁ, ତ ଆଜି ଜାଣି ନିଅନ୍ତୁ ତ୍ୱଚା ପାଇଁ ଆଳୁ କେତେ ଚମତ୍କାରୀ ହୋଇପାରେ। ଘରେ ବସି ଆପଣ ବହୁତ ସହଜରେ ଆଳୁ…