Below header
Browsing Tag

pragyan rover

ଚନ୍ଦ୍ରର ଦକ୍ଷିଣ ମେରୁରେ ସକାଳ ହେଲାଣି, ଉଠିନି ପ୍ରଜ୍ଞାନ

ଆଜି ଉଠିପାରିନି ପ୍ରଜ୍ଞାନ । ଚନ୍ଦ୍ରର ଦକ୍ଷିଣ ମେରୁରେ ସକାଳ ହୋଇଛି। ସୂର୍ଯ୍ୟଙ୍କ କିରଣ ସମ୍ପୂର୍ଣ୍ଣ ଭାବେ ପଡୁଛି । ହେଲେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସୌର ଶକ୍ତି ମିଳିପାରି ନାହିଁ । ଆଜି ସଂଧ୍ୟା ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ…

ଜହ୍ନରେ ଉଇଁଲା ସୂର୍ଯ୍ୟ: ୧୪ ଦିନର ସ୍ଲିପ ମୋଡ ପରେ ପୁଣି ଆକ୍ଟିଭ ହେବ ଲ୍ୟାଣ୍ଡର ବ୍ରିକମ ଓ ରୋଭର ପ୍ରଜ୍ଞାନ

ନୂଆଦିଲ୍ଲୀ : ଜହ୍ନରେ ଉଇଁଲା ସୂର୍ଯ୍ୟ । ଚନ୍ଦ୍ରର ଦକ୍ଷିଣମେରୁରେ ସୂର୍ଯ୍ୟକିରଣ ପଡିବା ଆରମ୍ଭ ହୋଇଛି । ରୋଭର ଓ ଲ୍ୟାଣ୍ଡର ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ ଉଇଁ ସାରିଲାଣି। ସ୍ଲିପ ମୋଡରେ ଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ସୋଲାର ପ୍ୟାନେଲଗୁଡିକ ଚାର୍ଜ ହୋଇପାରେ ।…

ମିଶନ ପୂରା କରିବା ପରେ ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ, ପୁଣି ସୂର୍ଯ୍ୟୋଦୟ ପରେ କାର୍ଯ୍ୟ କରିବା ନେଇ ଆଶା

ନୂଆଦିଲ୍ଲୀ : ଶୋଇ ପଡିଲା ରୋଭର ପ୍ରଜ୍ଞାନ। ମିଶନ ପୂରା କରିବା ପରେ ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ । ଶିବଶକ୍ତି ପଏଣ୍ଟ ଠାରୁ ୧୦୧.୪ମିଟର ବାଟ ଅତିକ୍ରମ କରି କାମ ଶେଷ କରିଛି । ରୋଭର ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ସ୍ଥାନକୁ ନେଇ ସ୍ଲିପ୍ ମୋଡ୍ ରେ ରଖିଛି ଇସ୍ରୋ । ଏଥିରେ…