Browsing Tag

prasant jagadev

ପୁଣି ଅଡ଼ୁଆରେ ପ୍ରଶାନ୍ତ ଜଗଦେବ, ଜାମିନ ନା ମଞ୍ଜୁର କଲେ କୋର୍ଟ

ଖୋର୍ଦ୍ଧା(କେନ୍ୟୁଜ୍‌): ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦେବଙ୍କ ଜାମିନ ନାମଞ୍ଜୁର କଲେ ଖୋର୍ଦ୍ଧା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍। ଆଜି ପୂର୍ବାହ୍ନରେ ପ୍ରଶାନ୍ତ ଜଗଦେବ ଏହି କୋର୍ଟରେ ଜାମିନ ଆବେଦନ ଶୁଣାଣି ହୋଇଥିଲା। କୋର୍ଟ ଉଭୟ ପକ୍ଷର…

ବୁଥରେ ପଶି ପ୍ରଶାନ୍ତ ଜଗଦେବଙ୍କ ଭଙ୍ଗାରୁଜା ଘଟଣା, ଏଫଆଇଆର ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମୁଖ୍ୟ ନିର୍ବାଚନ…

ଭୁବନେଶ୍ୱର : ବୁଥରେ ପଶି ପ୍ରଶାନ୍ତ ଜଗଦେବଙ୍କ ଭଙ୍ଗାରୁଜା । ଇଭିଏମ୍‌ ଭାଙ୍ଗି ଫେରାର ହୋଇଯାଇଥିଲେ ପ୍ରଶାନ୍ତ । ମତଦାନ ଚାଲିଥିବା ବଳେ ବୁଥ ଭିତରେ ପଶିଥିଲେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ । । ବୋଲଗଡ ବ୍ଲକ ବଡକୁମାରୀ ପଞ୍ଚାୟତରେ ଭୋଟିଂ ବେଳେ ଭଙ୍ଗାରୁଜା…

ବାଣପୁର ସବ ଜେଲ ଗଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଟାଙ୍ଗୀ(କେନ୍ୟୁଜ୍):ଆଜି ଖୋରଧା ଜିଲ୍ଲା ବାଣପୁର ଜେଏମଏଫସି କୋର୍ଟରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହାଜର ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ନିକଟରେ ବିଧାୟକଙ୍କ ନିୟମିତ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିବା ବେଳେ ଆଜି ବାଣପୁର ତଳ କୋର୍ଟରେ ଅନ୍ତରୀଣ ଜାମିନରେ…

ବାଣପୁର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ  ଜଗଦ୍ଦେବ, ନ୍ୟାୟିକ ପ୍ରକିୟା ଶେଷ ପରେ…

ଟାଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା  ଜିଲ୍ଲା ବାଣପୁର ଜେଏମଏଫସି କୋର୍ଟରେ ଆଜି ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ  ଜଗଦ୍ଦେବ। ନିକଟରେ ବିଧାୟକଙ୍କ ନିୟମିତ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିବା ବେଳେ ଆଜି ବାଣପୁର ତଳ କୋର୍ଟରେ ଅନ୍ତରୀଣ ଜାମିନରେ ଥିବା ବିଧାୟକଙ୍କୁ…

ପୋଲିସ କବ୍‌ଜାରେ ବାହୁବଳି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ : ସୁସ୍ଥ ହେବା ପରେ ହେବେ ଗିରଫ

କେନ୍ୟୁଜ୍(ବ୍ୟୁରୋ): ପୋଲିସ କବ୍‌ଜାରେ ବାହୁବଳି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସୁସ୍ଥ ହେବା ପରେ ପ୍ରଶାନ୍ତଙ୍କୁ ଗିରଫ କରିବ ପୋଲିସ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଜଣେ ଡିଏସ୍‌ପି ର‍୍ୟାଙ୍କ ଅଧିକାରୀ କରିବେ ଘଟଣାର ତଦନ୍ତ କରିବେ । ଆଜି ବାଣପୁରରେ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

କେନ୍ୟୁଜ୍(ବ୍ୟୁରୋ):ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଓଡିଶା ହାଇକୋର୍ଟ। ତଦନ୍ତକାରୀ ଅଧିକାରୀ ଯେତେବେଳେ ଚାହିଁବେ ସେତେବେଳେ ତାଙ୍କ ନିକଟରେ ହାଜର ହେବେ ପ୍ରଶାନ୍ତ। ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସମସ୍ତ ପ୍ରକାର…

ଜାମିନ ପାଇଁ ନାକେଦମ୍, ପୁଣି ହାଇକୋର୍ଟ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କେନ୍ୟୁଜ୍(ବ୍ୟୁରୋ):  ହାଇକୋର୍ଟ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଜାମିନ ଆବେଦନ କରିଛନ୍ତି ପ୍ରଶାନ୍ତ । ପୂର୍ବରୁ ନିମ୍ନ ଅଦାଲତରେ ପ୍ରଶାନ୍ତଙ୍କ ବେଲ ପିଟିସନ ଖାରଜ ପରେ ପ୍ରଶାନ୍ତ ଗିରଫ ହୋଇଥିଲେ । ଗତମାସ…

କାର୍ଯ୍ୟକ୍ରମକୁ ନଡାକିବାରୁ ପ୍ରଶାନ୍ତ ଜଗଦେବଙ୍କ ଭଙ୍ଗାରୁଜା ଘଟଣା, ଅଭିଯୋଗକୁ ଖଣ୍ଡନ କଲେ ବିଜେଡି ବିଧାୟକ

ବେଗୁନିଆ : ବେଗୁନିଆରେ ଅନୁଷ୍ଠିତ ହୋଇଛି ସେବା ମହୋତ୍ସବ । ସେବା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଚଳର ଗରିବ ଲୋକଙ୍କୁ କମ୍ବଳ, ଚପଲ ବଂଟନ କରାଯାଇଛି । ପୋଲିସ୍ କର୍ମୀଙ୍କ ଉପସ୍ଥିତିରେ ଥାନା ପରିସରରେ ଏହି ମହାନ କାର‌୍ୟ୍ୟ କରିଛନ୍ତି ସେବା ଅନୁଷ୍ଠାନର ସଦସ୍ୟ । ତେବେ…