ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ଅସୁସ୍ଥ
ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ଅସୁସ୍ଥ । ଆଜି ଅପରାହ୍ନରେ ସେ କେନ୍ଦ୍ରାପଡା ଯିବା ପାଇଁ ଘରୁ ବାହାରୁଥିବା ସମୟରେ ହଠାତ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ମହାନଦୀ ବିହାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତାଙ୍କର ରକ୍ତ…