ବିବାହର ୫ ବର୍ଷ ପରେ ମା’ ହେବେ ରୁହି ଚତୁର୍ବେଦି, ସେୟାର କଲେ ବେବି ବମ୍ପ ଫଟୋ
ଶ୍ରଦ୍ଧା ଆର୍ଯ୍ୟ ଏବଂ ଧୀରଜ ଧୁପରଙ୍କ 'କୁଣ୍ଡଲି ଭାଗ୍ୟ'ରେ ନିଜର ନକାରାତ୍ମକ ଚରିତ୍ର ପାଇଁ ଫେମସ ହୋଇଥିବା ରୁହି ଚତୁର୍ବେଦି ମା’ ହେବାକୁ ଯାଉଛନ୍ତି । ଟିଭି ଅଭିନେତ୍ରୀ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନିଜର ସମସ୍ତ ସାଙ୍ଗ ଏବଂ ଫଲୋଅର୍ସଙ୍କ ପାଇଁ ଏହି ଖବରକୁ ଏକ ଖାସ୍ ଢଙ୍ଗରେ ସେୟାର…