Browsing Tag

pregnant lady carried

ଉପାନ୍ତ ଅଞ୍ଚଳର ବିକଳ ଚିତ୍ର: ଦଉଡି ସାହାଯ୍ୟରେ ଭରା ନଦୀ ପାର୍ ହେଲେ ଗର୍ଭବତୀ

ବାଂଶପାଳ(କେନ୍ୟୁଜ୍):ଉଛୁଳା ସମାକୋଈ ନଦୀରେ ଗୁରୁତର ଥିବା ଜଣେ ଗର୍ଭବତୀଙ୍କୁ ତେଲକୋଇ ଅଗ୍ନିଶମ ବାହିନୀ ଦଉଡି ସାହାଯ୍ୟରେ ପାରି କରି ମେଡିକାଲକୁ ଆଣିବା ଭଳି ଲକ ଘଟଣା ଏବେ ସାମ୍ନାକୁ ଆସିଛି। ଯାହା ସରକାରଙ୍କ ପରିବା ପଣିଆକୁ ପଦାରେ ପକାଇଛି। ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତର ମୁଣ୍ଡା…

ରାସ୍ତା ଖରାପ ଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ, ଅଧା ବାଟରେ ଜନ୍ମ ଦେଲେ ପୁତ୍ର ସନ୍ତାନ

ନବରଙ୍ଗପୁର: ଅବ୍ଯବସ୍ଥା ଭିତରେ ଜୀବନ। ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଝରିଗାଁ ବ୍ଲକ ମାଣ୍ଡାଡଙ୍ଗରି ଗାଁରେ । ଗାଁକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ଠିକଣା ସ୍ଥଳରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ । ଯାହାଫଳରେ ଗର୍ଭବତୀଙ୍କୁ…

ନବରଙ୍ଗପୁର: ଗାଁକୁ ପକ୍କା ସଡ଼କ ନଥିବାରୁ ଗଡିଲାନି ଆମ୍ବୁଲାନ୍ସ,ହାତରେ ବୁହାହେଲେ ପ୍ରସୂତି

ନବରଙ୍ଗପୁର(କେନ୍ୟୁଜ୍): ଥମୁନି ଜନନୀ ଯନ୍ତ୍ରଣା । ଗାଁକୁ ଆମ୍ବୁଲାନ୍ସ ଆସିଥିଲେ ବି କାଦୁଅ ରାସ୍ତା ଯୋଗୁଁ ଯାଇପାରିଲାନି । ହାତରେ ବୁହା ହେଲେ ପ୍ରସୂତି । ୪ଜଣ ମହିଳା ହାତରେ ହାତ ଛନ୍ଦି ପ୍ରସୂତୀଙ୍କୁ ଏକ କିଲୋମିଟର ପର୍ଯ୍ୟନ୍ତ ବୋହି ନେଇଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…