ଭଦ୍ରକ: ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ପୁଣି ଭାରାରେ ବୁହା ହେଲେ ପ୍ରସୂତି
ଭଦ୍ରକ : ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ଭାରାରେ ବୁହା ହେଲେ ପ୍ରସୂତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତେନ୍ତୁଳିଡ଼ିହି କୁହ୍ଲିବିନ୍ଧାରେ । ସକାଳେ ତେନ୍ତୁଳିଡିହି କୁହ୍ଲିବିନ୍ଧା ଗାଁର ତ୍ରିଲୋଚନ ମହାନ୍ତିଙ୍କ ଝିଅର…