Browsing Tag

pregnant woman death

ବିବାହର ୭ବର୍ଷ ପରେ ଥିଲେ ଗର୍ଭବତୀ, ହେଲେ ବଞ୍ଚିଲାନି ଜୀବନ

ସୋର(କେନ୍ୟୁଜ୍‌): ମାରି ଦେଇଛନ୍ତି ମୋ ଭଉଣୀକୁ । ମୋ ଉଭଣୀ ନିଜେ ମରିନି । ଶାଶୁ ଘର ଲୋକେ ତାକୁ ମାର୍ ପିଟ୍ କରି ତାର ଜୀବନ ନେଇଯାଇଛନ୍ତି । ଏମିତି କିଛି କହିଛନ୍ତି ପ୍ରାଣ ହାରିଥିବା ମହିଳାଙ୍କ ବଡ ଭଉଣୀ । ବାହାଘରର ୭ ବର୍ଷ ପରେ ଗର୍ଭବତୀ ହୋଇଥିଲେ ସସ୍ମିତା ବେହେରା । ଏହି ଖବର…

ପ୍ରସୂତୀଙ୍କ ମୃତ୍ୟୁ ପରେ ତାତିଲେ ପରିବାର ଏବଂ ସମ୍ପର୍କୀୟ, ନର୍ସିଂ ହୋମରେ କଲେ ଭଙ୍ଗା ରୁଜା

ସୋର (କେନ୍ୟୁଜ): ପ୍ରସୂତୀଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ପରିବାର ଓ ସମ୍ପର୍କୀୟଙ୍କ ନର୍ସିଂ ହୋମରେ କଲେ ଭଙ୍ଗା ରୁଜା । ଏଥିରେ ଏକ ଆମ୍ବୁଲାନ୍ସ, କାର, ନର୍ସିଂ ହୋମର ଅସ୍ତ୍ରୋପଚାର ଗୃହର ଯନ୍ତ୍ରପlତି ଭଙ୍ଗା ରୁଜା କରି ଲକ୍ଷା ଧିକ ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି। ଏମିତି ଘଟଣା ଗତକାଲି…

ଡାକ୍ତରଙ୍କ ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ମୃତଦେହ ରଖି କ୍ଲିନିକ ସମ୍ମୁଖରେ ଧାରଣା ଦେଲେ…

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ବଡ଼ବଜାର ନିକଟରେ ଥିବା ଜୟ ମା ନାମକ ଏକ ଘରୋଇ କ୍ଲିନିକ୍ ରେ ଡାକ୍ତରଙ୍କ ଅବହେଳା କାରଣରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। କ୍ଲିନିକ ସମ୍ମୁଖରେ ମୃତଦେହ ରଖି ପରିବାର ଲୋକେ ଧାରଣା ଦେବା ସହିତ ଘଟଣାସ୍ଥଳରେ…

ଚିକିତ୍ସା ଅବହେଳାରୁ ଭଦ୍ରକର ଏକ ଘରୋଇ ନର୍ସିଂହୋମରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ, ଥାନାରେ ଏତଲା ଦେଲେ ପରିବାର ଲୋକ

ଭଦ୍ରକ : ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ । ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମ ନାଁରେ ଅଭିଯୋଗ ହୋଇଛି। ତିହିଡି ଥାନା କୋହ୍ଲା ଅଞ୍ଚଳର ଜଣେ ପ୍ରସୂତିଙ୍କୁ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ମହିଳା ଏକ ଶିଶୁକନ୍ୟାକୁ ଜନ୍ମ…