ରାଉରକେଲାରେ ୧୫୮ କୋଟି ଟଙ୍କାର ୫ଟି ପ୍ରମୁଖ ପ୍ରକଳ୍ପର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା : ସ୍ମାର୍ଟ ସିଟିକୁ ମିଳିଲା ନୂଆ ଭେଟି । ରାଉରକେଲା କପ ୧୫୮ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିନିକିଆ ଗସ୍ତରେ ଆସି ପ୍ଲାନେଟୋରିୟମ୍ ଏବଂ ବିଜ୍ଞାନ କେନ୍ଦ୍ର, ଆଦିବାସୀ ସଂଗ୍ରହାଳୟ, ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ଆଦିର…