Browsing Tag

president election

ପ୍ୟାନିକ୍ ବଟନ, ଡ୍ରୋନ୍, ସ୍ନାଇପର୍… ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଏମିତି ହୋଇଛି ସୁରକ୍ଷାଜନିତ ପ୍ରସ୍ତୁତି

ନଭେମ୍ବର ୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଭୋଟିଂରେ ଆଉ ମାତ୍ର କିଛି ଘଣ୍ଟାର ବାକି । ନଭେମ୍ବର ୫ ନିର୍ବାଚନକୁ ନେଇ ସାରା ଦେଶରେ ହାଇ ଆଲର୍ଟ ରହିଛି । ନିର୍ବାଚନ ଦିନ କୌଣସି ବି ପ୍ରକାର ହିଂସାକୁ ଦୂରେଇବା ଏବଂ ସୁରକ୍ଷିତ ଢଙ୍ଗରେ ଭୋଟିଂ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ସମସ୍ତ…

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ଅନୁରା କୁମାର ଦିଶାନାୟକେ

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ଅନୁରା କୁମାର ଦିଶାନାୟକେ । ଶନିବାର ଦିନ ନିର୍ବାଚନ ହୋଇଥିବା ବେଳେ ଆଜି ଗଣତି ହୋଇଥିଲା । ଜାତୀୟ ପିପୁଲ୍ସ ପାୱାର ଅନୁରା କୁମାର ଦିଶାନାୟକେ ଆଗୁଆ ରହିଛନ୍ତି । ତାଙ୍କୁ ୫୩% ମିଳିଥିବା ସୂଚନା ରହିଛି । ଶ୍ରୀଲଙ୍କାରେ ପ୍ରାୟ ୭୫ ପ୍ରତିଶତ ମତଦାତା…

ଆମେରିକା ରାଷ୍ଟ୍ରପତି ନିର୍ବାଚନ, ଡେମୋକ୍ରାଟିକ୍ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି କମଲା ହାରିସ୍

ଏଥର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ-ହାରିସ୍ ଲଢ଼େଇ । କମଲା ହାରିସଙ୍କୁ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି । ଡେମୋକ୍ରାଟିକ୍ ପାର୍ଟି ତରଫରୁ କମଲାଙ୍କ ନାଁ ଘୋଷଣା କରାଯାଇଛି । ଦଳ ତାଙ୍କୁ ବିଶ୍ବାସ କରିଥିବାରୁ କମଲା ହ୍ୟାରିସ୍ ଖୁସୀ ବ୍ୟକ୍ତ କରିଛନ୍ତି।…

ଇରାନ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମାସୁଦ ପେଜେଶକିୟାନ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ୨୮ ଲକ୍ଷ ଭୋଟରେ ହରାଇଲେ

ଇରାନ ରାଷ୍ଟ୍ରପତି ନିର୍ବାଚନରେ ମାସୁଦ ପେଜେଶକିୟାନ ବିଜୟୀ ହୋଇଛନ୍ତି । ଦେଶର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଉଦାରବାଦୀ ନେତା ମାସୁଦ ପୂର୍ବରୁ ନ୍ୟୁକ୍ଲିୟର ନେଗୋସିଏଟର ସଇଦ ଜଲିଲଙ୍କୁ ଏହି ନିର୍ବାଚନରେ ପରାସ୍ତ କରିଛନ୍ତି । ମାସୁଦ ୨୮ ଲକ୍ଷ ଭୋଟରେ ଜିତିଛନ୍ତି । ଇରାନ ରାଷ୍ଟ୍ରପତି…

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ଘୋଷଣା କଲେ ଶିବସେନା ମୁଖ୍ୟ

ମୁମ୍ବାଇ : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନା ମୁଖ୍ୟଙ୍କ ସମର୍ଥନ। ସମର୍ଥନ ନେଇ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ। ଦଳୀୟ ସାଂସଦଙ୍କ ସହ ଆଲୋଚନା ବେଳେ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ଦାବି କରିଥିଲେ ସାଂସଦ। ବିଜେପିକୁ ନୁହେଁ, ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ଦଳ…

ଆଜି ନୋମିନେସନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ,ପ୍ରସ୍ତାବକ ଅଛନ୍ତି ଓଡ଼ିଶାର ଦୁଇ କ୍ୟାବିନେଟ ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଦ୍ରୌପଦୀ ମୁର୍ମୁ ନୋମିନେସନ ଦାଖଲ କରିବେ । ପ୍ରସ୍ତାବକ ଅଛନ୍ତି ଓଡ଼ିଶାର ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ। ନୋମିନେସନ ସମୟରେ ଏହି ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ । ଦିନ ସାଢ଼େ ୧୨ଟାରେ ନୋମିନେସନ କରିବେ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥକ ଓ ପ୍ରସ୍ତାବକ ପାଇଁ ଦିଲ୍ଲୀ ଗଲେ ରାଜ୍ୟ ବିଜେପିର ୧୨ ଜଣ ବିଧାୟକ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀ ଗଲେ ବିଜେପି ବିଧାୟକ । ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥକ ଓ ପ୍ରସ୍ତାବକ ପାଇଁ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପିର ୧୨ ଜଣ ବିଧାୟକ । ଏମାନଙ୍କ ଭିତରେ ଅଛନ୍ତି ଜୟନାରାୟଣ ମିଶ୍ର, ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ଜୟନ୍ତ ଷଡ଼ଙ୍ଗୀ, ମୋହନ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେବ ନାମାଙ୍କନପତ୍ର, ପ୍ରକାଶ ପାଇଲା ବିଜ୍ଞପ୍ତି

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ। ଆଜିଠୁ ଆରମ୍ଭ ହେବ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନପତ୍ର ଦାଖଲ। ୩୦ରେ ଯାଞ୍ଚ ଓ ଜୁଲାଇ ୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ଜୁଲାଇ ୧୮ରେ…

ଜାଣନ୍ତୁ ଭାରତର ରାଷ୍ଟ୍ରପତି ହୁଅନ୍ତି କିପରି ନିର୍ବାଚିତ, କିଏ କରନ୍ତି ରାଷ୍ଟ୍ରପତି ଚୟନ

ଗୋଟିଏ ରାଷ୍ଟ୍ର ବା ଦେଶ ଚଳାଇବା ପାଇଁ କିମ୍ବା ସେହି ଦେଶର ନିୟମ କାନୁନ୍ ଠିକ୍ ଭାବେ ପାଳନ କରିବା ପାଇଁ ଜଣେ ରାଷ୍ଟ୍ରପତି ନିହାତି ଆବଶ୍ୟକ। ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଜାନୁଆରୀ ୨୬, ୧୯୫୦ ରେ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ରର ମାନ୍ୟତା ପାଇବା ସହ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା ।…

ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବେ ନବୀନ? ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ):  ରାଷ୍ଟ୍ରପତି ନିର୍ବାଚନରେ କଣ ରହିବ ବିଜେଡିର ଆଭିମୁଖ୍ୟ? କାହାକୁ ସମର୍ଥନ କରିବେ ନବୀନ ? ଏନଡିଏ ନା ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ? ରାଇସିନା ରେସ୍‌ ପାଇଁ ବିଗୁଲ ବାଜିବା ପରେ ଏବେ ସାରା ଦେଶର ନଜର ରହିଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ। ୨୦୧୭…

ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଜୁଲାଇ ୧୮ରେ ଭୋଟ

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌ । ତାରିଖ ଘୋଷଣା  କଲେ ମୁଖ୍ୟ ନିର୍ବାଚନ କମିଶନ । ଜୁଲାଇ ୨୪ ତାରିଖରେ ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ତେଣୁ ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ କରିବା ପାଇଁ…

ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି ଟ୍ରମ୍ପ, ଟ୍ବିଟ କରି କହିଲେ,‘ ନିର୍ବାଚନ ମୁଁ ଜିତିଛି’

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନାହିଁ। ନିର୍ବାଚନରେ ଡେମୋକ୍ରେଟିକ୍ ପାର୍ଟିର ଜୋ ବାଇଡେନ୍ ବିଜୟୀ ହୋଇଛନ୍ତି। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାନିବାକୁ ଅରାଜି। ସେ ଜିଦ୍ କରି ନିଜ ଆସନରୁ ହଟୁ ନାହାଁନ୍ତି। ଏବେ…