Browsing Tag

president of india

ଜାଣନ୍ତୁ ଦେଶର ଏହି ୩ ରାଷ୍ଟ୍ରପତିଙ୍କୁ, ଯିଏ ନିଜ ଦରମାର ୭୦ ରୁ ୭୫ ପ୍ରତିଶତ ଦାନ କରିଦେଉଥିଲେ

ନୂଆଦିଲ୍ଲୀ : ଆଜିର ରାଜନୀତି ଆଉ ପୂରୁଣା ଦିନର ରାଜନୀତି ହୋଇ ରହିନାହିଁ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ କୁହନ୍ତୁ ବା ଲାଲ୍‌ ବାହାଦୁର ଶାସ୍ତ୍ରୀ ଏପରି ନେତା ଆଜିର ଦିନରେ ମିଳିବା କଷ୍ଟକର । ଏବେ କରୋନା କାଳରେ ପ୍ରଶାସକଙ୍କ ଠାରୁ ଆରମ୍ଭ କରି ନେତାମାନେ ସେମାନଙ୍କ ଦରମାର କିଛି ପ୍ରତିଶତ…

ଡାକ୍ତରଙ୍କୁ ଆକ୍ରମଣ କଲେ ଏବେ ଭୋଗିବାକୁ ପଡ଼ିବ ୭ ବର୍ଷ ଜେଲ, ଅଧ୍ୟାଦେଶରେ ମୋହର ମାରିଲେ ରାଷ୍ଟ୍ରପତି

ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ କଲେ ଆଉ ନିସ୍ତାର ନାହିଁ। ଡାକ୍ତରଙ୍କୁ ଆକ୍ରମଣ କରୁଥିବା ଲୋକଙ୍କୁ ଏବେ ହେବ ସାତ ବର୍ଷ ଜେଲ। ଏନେଇ ମୋଦି ସରକାରଙ୍କ ତରଫରୁ ଜାରି ହୋଇଥିବା ଅଧ୍ୟାଦେଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଧ୍ୟାଦେଶକୁ…

ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଆଜି ଦୁଇଟି କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ବର(କେନ୍ୟୁଜ୍):  ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତ କାଲି ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାତି ୭ଟା ୧୫ରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,…

ଭୁବନେଶ୍ବରରେ ପହଞ୍ଚି ବ୍ରହ୍ମପୁର ଅଭିମୁଖେ ଗସ୍ତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ବିମାନ ରାଜକମଲ ଯୋଗେ ରାଷ୍ଟ୍ରପତି ଅପରାହ୍ନ ସାଢେ ୨ଟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପରେ ସିଧାସଳଖ ବ୍ରହ୍ମପୁର ଅଭିମୁଖେ ଗସ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।…