Browsing Tag

prince harry

ବ୍ରିଟିଶ ରାଜ ପରିବାରରେ ମାରପିଟ! ରାଣୀ ଏଲିଜାବେଥ୍‌ଙ୍କ ଦୁଇ ନାତିଙ୍କ ମଧ୍ୟରେ ହାତାହାତି; ପ୍ରିନ୍ସ ହ୍ୟାରି କହିଲେ,…

ପ୍ରିନ୍ସ ହ୍ୟାରି ନିଜ ଆତ୍ମଜୀବନୀ ପୁସ୍ତକ 'ସ୍ପେୟର'ରେ ବ୍ୟକ୍ତିଗତ ଜୀବନର ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ଖୁଲାସା କରିଛନ୍ତି। ଏହି ପୁସ୍ତକ ୧୦ ଜାନୁଆରୀରେ ପ୍ରକାଶିତ ହେବାକୁ ଯାଉଛି। ହ୍ୟାରି ନିଜ ବଡ଼ ଭାଇ ପ୍ରିନ୍ସ ୱିଲିୟମଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହି…

ଦ୍ଵିତୀୟ ଥର ପାଇଁ ବାପା-ମା’ ହେବାର ସୁଖ ଲାଭ କରିଛନ୍ତି ପ୍ରିନ୍ସ ହ୍ୟାରି ଓ ମେଗନ୍ ମର୍କଲ, ଘରକୁ ଆସିଲା କୁନି…

ଦ୍ଵିତୀୟ ଥର ପାଇଁ ବାପା-ମା' ହେବାର ସୁଖ ଲାଭ କରିଛନ୍ତି ପ୍ରିନ୍ସ ହ୍ୟାରି ଓ ମେଗନ୍ ମର୍କଲ। ମେଗନ୍ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବ୍ରିଟେନର ଡ୍ୟୁକ ପ୍ରିନ୍ସ ହ୍ୟାରି ନିଜ ଝିଅ ନାଁ ରାଣୀ ଏଲିଜାବେଥ୍ ଓ ନିଜ ମା' ପ୍ରିନ୍ସେସ ଡାଏନାଙ୍କ ନାଁରେ ଲିଲିବେଟ୍ ଡାଏନା ରଖିଛନ୍ତି।…

ଚାକିରି କରିବେ ବ୍ରିଟେନ୍‌ ରାଜକୁମାର ପିନ୍ସ ହେରୀ, ଷ୍ଟାର୍ଟ ଅପ୍‌ ରେ ସମ୍ଭାଳିବେ ଚିଫ୍‌ ଇମ୍ପେକ୍ଟ ଅଫିସର ପଦ

ସାନ୍‌ ଫ୍ରାନ୍ସିସ୍କୋ :  ଏକଦା ନିଜ ଘରେ ଶହ ଶହ ଚାକର ବାକରଙ୍କ ଗହଣରେ ରହୁଥିବା ବିଟେନ୍‌ ରାଜକୁମାର ପ୍ରିନ୍ସ ହେରୀ ଅନ୍ୟତ୍ର ଚାକିରି କରିବେ । ବ୍ରିଟିଶ୍‌ ଶାହି ପରିବାରର ମର୍ଯ୍ୟାଦା ଟିକେ ଅଲଗା । ଯେତେ ଆର୍ଥିକ ସଙ୍କଟ ପଡ଼ିଥିଲେ ବି ଶାହି ପରିବାରର କେହି ଅନ୍ୟ ନିକଟରେ ଚାକିରି କରିନଥିଲେ…