Browsing Tag

prisioner

ଜେଲ ମଧ୍ୟରେ ଦୁଇ ଗୋଷ୍ଠୀ ମୁହାଁ ମୁହିଁ, ୭ ଜଣଙ୍କ ନାଁରେ ମାମଲା

ଖୋର୍ଦ୍ଧା: ଜେଲ ଭିତରୁ ମୋବାଇଲ ମିଳିବା ଘଟଣା ପରେ ଆସାମୀଙ୍କ ଭିତରେ କୁହୁଳୁଛି ଅଶାନ୍ତି। ଗତକାଲି ଖୋର୍ଦ୍ଧା ଜେଲରେ ଅପରାଧୀ ଗୋଷ୍ଠୀ ଜଣେ ଅନ୍ତବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ କରିଛନ୍ତି ସଙ୍ଘ ବଦ୍ଧ ଆକ୍ରମଣ । ଏନେଇ ଖୋର୍ଦ୍ଧା ଟାଉନ ଥାନାରେ 7 ଜଣଙ୍କ ନାଁରେ ମାନଲା ରୁଜୁ ହୋଇଛି।…

ଧରା ପଡିଲା ଜେଲରୁ ଚମ୍ପଟ ମାରିଥିବା କଏଦୀ

ଧରା ପଡିଲା ଜେଲରୁ ଚମ୍ପଟ ମାରିଥିବା କଏଦୀ । ନଭେମ୍ବର ୩୦ ତାରିଖରେ ସମ୍ବଲପୁର ମଣ୍ଡଳ କାରାଗାରରୁ ଚମ୍ପଟ ମାରିଥିବା ବିଚାରଧୀନ କଏଦୀ ସଞ୍ଜୀବ କିଶାନକୁ ଧରିଛନ୍ତି ପୋଲିସ । ସମ୍ବଲପୁର ସିଟି ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ହଠାତ୍ ପୋଲିସ ମାଡ଼ି ବସିଥିଲା । ବାଥରୁମ ଯିବା…

ଜେଲରେ କଏଦୀ ଭଗବତ ଗୀତା ଏବଂ ବାଇବେଲ୍‌ ପଢିଲେ କମାଇ ଦିଆଯିବ ଦଣ୍ଡ, ସରକାର ଆଣିଲେ ନୂଆ ନିୟମ

ଇସଲାମିକ ଦେଶ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ କଏଦୀଙ୍କୁ ଗୀତା ଓ ବାଇବେଲ୍ କଣ୍ଠସ୍ଥ କରିବାକୁ ନୂଆ ସରକାରଙ୍କର ନିର୍ଦ୍ଦେଶ ଦେଇଛନ୍ତି। କଥାଟି ଶୁଣି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ପାକିସ୍ତାନର ପଞ୍ଜାବ ରାଜ୍ୟରେ ନୂଆ ସରକାର ସରକାର କଏଦୀମାନଙ୍କ ପାଇଁ ଏପରି ନିୟମ ଆଣିବାକୁ…

ନିର୍ଭୟା ଅଭିଯୁକ୍ତ ରହୁଥିବା ତିହାର ଜେଲରେ ବିଚାରଧୀନ କଏଦୀର ଅତ୍ମହତ୍ୟା, କାରଣ ଅସ୍ପଷ୍ଟ

ଦିଲ୍ଲୀ:ତିହାର ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ । ଆଜି ସକାଳୁ କଏଦୀ ଜଣକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ଜଣା  ପଡିଛି। ମୃତ କଏଦୀର ନାମ ଗଗନ ଓ ତାର ବୟସ ୨୧ ବୋଲି ସୂଚନା ମିଳିଛି। ତିହାର ଜେଲର ସେଲ ନମ୍ବର ୩ରେ ବନ୍ଦୀ ଥିଲା ଗଗନ। ଏକ ଚୋରି ଘଟଣାରେ ଗିରଫ କରି ଜେଲରେ ଭର୍ତ୍ତି…

ଜୀବନର ଶେଷ ସମୟ ମା’ କୋଳରେ ଶୋଇବାକୁ ଚାହୁଁଥିଲେ ଏହି କ୍ୟାନ୍ସର ପୀଡିତ ଅପରାଧୀ, କିନ୍ତୁ ସୁପ୍ରିମକୋର୍ଟ ଦେଲେ ଏଭଳି…

ନୂଆଦିଲ୍ଲୀ : କ୍ୟାନ୍ସର ଏକ ଏଭଳି ରୋଗ ଯାହାର ନାମ ଶୁଣିବା ମାତ୍ରେ ମନରେ ଭୟ ଚାଲିଆସେ । ଏଥିରୁ ନିସ୍ତାର ମିଳିବା ଏତେ ସହଜ  ନୁହେଁ। କିନ୍ତୁ ଏହା ଯେବେ ଶେଷ ସ୍ତରରେ ପହଞ୍ଚିଯାଏ ସେତେବେଳେ ପୀଡିତ ବ୍ୟକ୍ତି କେବଳ ଶେଷ ସମୟରେ ଟିକେ ଶାନ୍ତିରେ ଆଖି ବୁଜିବାକୁ ଚାହେଁ । ଥରେ ଭାବିଲେ ଯଦି…

ଜେଲରେ କଏଦୀ- କଏଦୀ ହଣାକଟା

ଗଞ୍ଜାମ : ଜେଲ୍ ଭିତରେ କଏଦୀ- କଏଦୀ ହଣାକଟା। ଗଞ୍ଜାମ ଜିଲ୍ଲା ଆସିକା ସବ୍-ଜେଲରେ ଦୁଇଜଣ କଏଦୀ ଗୁରୁତର ଆହତ ହୋଇଛନ୍ତି। ପରସ୍ପରର ଆକ୍ରମଣରେ ଆହତ ଦୁଇ କଏଦୀ ହେଲେ ବାୟା ରେଡ୍ଡୀ ଓ ରବି ଦାସ। ସେମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ…