Below header
Browsing Tag

prisoner dies

ଅଜମେର୍‌ ଜେଲ୍‌ରେ ୨ କଏଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଜଣଙ୍କ ମୃତ୍ୟୁ; ଆକ୍ରମଣରେ ମୁଖ୍ୟ କନଷ୍ଟେବଳ ଗୁରୁତର

ରାଜସ୍ଥାନର ଅଜମେର୍‌ ଜେଲ୍‌ରେ ଦୁଇ କଏଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଏଥିରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଏହି ହାତାହାତି ଏବଂ ମାରପିଟ ସମୟରେ ଜଣେ ହେଡ୍‌ କନଷ୍ଟେବଳଙ୍କ ଉପରେ ଦୁଇ କଏଦୀ ଆକ୍ରମଣ କରିିଥିଲେ, ଯେଉଁଥିରେ କନଷ୍ଟେବଳ ଜଣକ ଗୁରୁତର ଆହତ…

ବଣାଇ: ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ସ୍ୱତନ୍ତ୍ର କାରାଗାରେ ୨୦୨୦ ମସିହାରେ ହତ୍ୟା ମାମଲାରେ ଆସିଥିବା ବିଚାରାଧୀନ କଏଦୀ ଶୁକ୍ରାମ ମୁଣ୍ଡାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର କେବଲାଙ୍ଗ ଥାନାର ଲଙ୍ଗଳକଟା ଅଞ୍ଚଳର। ସୂଚନା ଅନୁଯାୟୀ ଆଜି ସକାଳେ ଶୁକ୍ରାମ ମୁଣ୍ଡା ଚୁଟି କାଟିବା ପରେ…

ନବରଙ୍ଗପୁର ଉପ କାରଗାରରେ ସଜା କାଟୁଥିବା ବିଚାରଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର: ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ହେଲେ କୋଡିଙ୍ଗା ଥାନା ଦଶାପାଇ ଗାଁର ରାମଧର ଭତରା । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନବରଙ୍ଗପୁର ଉପ କାରଗାରରେ ସଜା କାଟୁଥିଲେ । କିଛିଦିନ ହେବ ତାଙ୍କ ଦେହ ଭଲ ରହୁ ନଥିଲା । ଗତକାଲି ତାଙ୍କ ଦେହ ଖରାପ ହେବା ପରେ ତାଙ୍କୁ କୋରାପୁଟ…

କୋଣାର୍କ ରୋଡ୍ ଟିକନାସ୍ଥିତ ଜେଲ୍‌ରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

ପୁରୀ: ବିଚାରଧୀନ କଏଦୀର ମୃତ। କୋଣାର୍କ ରୋଡ ଟିକନାସ୍ଥିତ ଜେଲ୍‌ରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତକ ସମୁଦ୍ରକୂଳ ଥାନା ବାଙ୍କୀ ମୁହାଣର ଶ୍ରୀଧର ଦାସ। ଗତକାଲି ଜେଲ୍‌ରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର…

ପାରଳାଖେମୁଣ୍ଡି ଉପକାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ, ମୃତକ ହରିଆଣାର ଫତେବାଦ ବାସିନ୍ଦା

ଗଜପତି: ଉପକାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଉପକାରାଗାରରେ କଏଦୀର ମୃତ୍ୟୁ ହୋଇଛି । ମୃତକ କଏଦୀ ଜଣକ ହରିଆଣାର ଫତେବାଦ ବାସିନ୍ଦା । ୨୦୨୦ ମସିହା ଅକ୍ଟୋବର ମାସରୁ ପାରଳାଖେମଣ୍ଡି ଉପକାରାଗାରରେ ସଜା କାଟୁଥିଲେ । ଆଜି ସେ ଅସୁସ୍ଥ ଅନୁଭବ…