ଭାରତରେ ବଢ଼ୁଛି HMPV ଭାଇରସ୍, ଏବେ ପୁଡୁଚେରୀରେ ୫ ବର୍ଷର ଝିଅ ସଂକ୍ରମିତ
ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବା HMPVର ଆଉ ଏକ ମାମଲା ସାମ୍ନାକୁ ଆସିଛି । ଏବେ ପୁଡୁଚେରୀରେ ଜଣେ ୫ ବର୍ଷର ଝିଅ ସଂକ୍ରମିତ ହୋଇଛି । ଜ୍ୱର, କାଶ ଓ ସର୍ଦ୍ଦି ଭଳି ଲକ୍ଷଣ ଦେଖାଯିବା ପରେ ପୁଡୁଚେରୀର JIPMERରେ ଝିଅର ନମୁନା ପରୀକ୍ଷା କରାଯାଇଥିଲା । ଯାଞ୍ଚରୁ ଝିଅଟି HMPVରେ ସଂକ୍ରମିତ…