Below header
Browsing Tag

puri chariots

ଚଳଚଞ୍ଚଳ ରଥଖଳା: ଆଜିଠୁ ଆରମ୍ଭ ହୋଇଛି ରଥକାମ

ପୁରୀ(କେନ୍ୟୁଜ): ଚଳଚଞ୍ଚଳ ରଥଖଳା। ଆଜିଠୁ ଆରମ୍ଭ ହୋଇଛି ରଥକାମ। ରଥ ନିର୍ମାଣ ପାଇଁ ନିୟୋଜିତ ବିଶ୍ୱକର୍ମାମାନେ ପହଞ୍ଚି ରଥ କାଠ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ପରେ ଆରମ୍ଭ…

ଭଙ୍ଗଯିବନି ଏବର୍ଷର ରଥ, ମ୍ୟୁଜିୟମରେ କିମ୍ବଦନ୍ତୀ ହୋଇରହିବ ୨୦୨୦ର ରଥଯାତ୍ରା

ପୁରୀ(କେନ୍ୟୁଜ୍): ଏବର୍ଷ ଭଙ୍ଗାଯିବନି ଚତୁର୍ଦ୍ଧାମୂର୍ତ୍ତୀଙ୍କ ତିନି ରଥ। ଜଗନ୍ନାଥ ବଲ୍ଲଭ ମଠର ମ୍ୟୁଜିୟମରେ ରଖାଯିବାକୁ ମନ୍ଦିର ପ୍ରଶାସନ ନେଇଛି ନିଷ୍ପତ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗ ବୈଠକରେ ଏଭଳି ପ୍ରସ୍ତାବ ଆସିବା ପରେ ଆଜି ମୁଖ୍ୟ ପ୍ରଶାସକ ଏନେଇ ବିଶ୍ୱକର୍ମା…

ରଥାରୁଢ଼ ୩ ଠାକୁରଙ୍କୁ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ

ପୁରୀ: ପରମ୍ପରା ଅନୁସାରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି । ଇତିମଧ୍ୟରେ ସରିଛି ତିନି ଠାକୁରଙ୍କ ପହଣ୍ଡି ବିଜେ । ତିନି ଠାକୁରଙ୍କ ପହଣ୍ଡି ସରି ରଥାରୁଢ଼ ହୋଇସାରିଛନ୍ତି । କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ କରାଯାଇଥିବାବେଳେ କେବଳ ନିର୍ଦ୍ଧାରିତ ସଂଖ୍ୟକ…

ତିନି ରଥରେ ବିଜେ ହେଲେ ତିନି ଠାକୁର, ଗୁଣ୍ଡିଚା ଘରକୁ ଯାତ୍ରା ଲାଗି ପ୍ରସ୍ତୁତ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଚଳଚଞ୍ଚଳ ବଡ଼ଦାଣ୍ଡ। ପବିତ୍ର ରଥଯାତ୍ରା ଅବସରରେ ତିନି ଠାକୁର ବଡ଼ଦାଣ୍ଡରେ ଯାତ୍ରା କରିବେ। ବର୍ତ୍ତମାନ ତିନି ଠାକୁରଙ୍କ ପହଣ୍ଡି ସରି ରଥାରୂଢ଼ ହୋଇସାରିଛନ୍ତି । କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ କରାଯାଇଥିବାବେଳେ କେବଳ ନିର୍ଦ୍ଧାରିତ ସଂଖ୍ୟକ ସେବାୟତଙ୍କୁ…

ଆସନ୍ତାକାଲି ରଥଯାତ୍ରା, ତିନି ରଥ ପାଇଁ ଆଜି ବିଜେ ହେଲା ଆଜ୍ଞାମାଳ

ପୁରୀ: ତିନି ରଥ ପାଇଁ ବିଜେ ହୋଇଛି ଆଜ୍ଞାମାଳ । ତିନି ବାଡ଼ରୁ ତିନି ରଥ ପାଇଁ ଆସିଛି ଆଜ୍ଞାମାଳ ।  ଆସନ୍ତାକାଲି ରଥଯାତ୍ରା । ତେଣୁ ସିଂହଦ୍ୱାର ପାଖକୁ ରଥ ଆଣିବାକୁ ସେବୟତମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଆଣିଛନ୍ତି । ରଥଯାତ୍ରା ନେଇ ଆଶା ଉଜ୍ଜିବୀତ ହେବା ପରେ ଟିଭି ମାଧ୍ୟମରେ କାଳିଆ ଦର୍ଶନ…