Browsing Tag

puri coronavirus

ପୁରୀ: ହରିହର ଛକଠାରୁ ଟାଉନ ହଲ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା

ପୁରୀ: ଆଜି ପୁରୀରୁ ୧୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ଭିତରେ ଜଣେ ଆଇନଜୀବୀ ଥିବାବେଳେ ଜଣେ ମୋହରୀ ଥିବା ନେଇ ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ହରିହର ଛକଠାରୁ ଟାଉନ ହଲ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହାସହ କୋର୍ଟ,…

ପୁରୀରେ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ବଢିଲା ଚିନ୍ତା, କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା…

ପୁରୀ: ପୁରୀ ଜିଲ୍ଲାରେ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି । ପୁରୀ ମହାଦେବ ଲେନରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳକୁ ବିଶୋଧନ କରାଯାଇ ସ୍ୱାସ୍ଥ୍ୟକର୍ମୀ ମୁତୟନ…

ପୁରୀ ସହରରେ କୋଭିଡ୍‌-୧୯ ସର୍ଭେ, ୨୩ ହଜାର ପରିବାରର କରାଯିବ ସ୍ୱାସ୍ଥ୍ୟ ପରୀକ୍ଷା 

ପୁରୀ: ପୁରୀ ସହରରେ କୋଭିଡ୍‌-୧୯ ହେଲଥ୍‌ ସର୍ଭେ । ସହରର ୬୩ଟି ବସ୍ତିରେ ରହୁଥିବା ୨୩ ହଜାର ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଯେଉଁମାନଙ୍କୁ ଥଣ୍ଡା, କାଶ ଭଳି ସଂକ୍ରମଣ ଥିବ ସେମାନଙ୍କୁ ସ୍ୱାବ ଟେଷ୍ଟ ପାଇଁ ପଠାଯିବା…

ରଥଯାତ୍ରା ଉପରେ ପଡିପାରେ କରୋନା ପ୍ରଭାବ, ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି

ପୁରୀ: କରୋନା ମହାମାରୀ ପାଇଁ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ଏଯାଏ କୌଣସି ନିଷ୍ପତ୍ତି ହୋଇ ନାହିଁ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଶ୍ରୀଜିଉଙ୍କ ରଥଯାତ୍ରା ଆୟୋଜନ ନେଇ…

ପୁରୀ ଜିଲ୍ଲାରେ ୪ଚକିଆ ଯାନ ଉପରେ କଟକଣା ଜାରି: ଭୁବନେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଆଦି ସ୍ଥାନରୁ…

ପୁରୀ: ପୁରୀ ଜିଲ୍ଲାକୁ ଆସୁଥିବା ୪ଚକିଆ ଯାନବାହାନ ଉପରେ କଟକଣା ଜାରି । ଭୁବନେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଆଦି ସ୍ଥାନରୁ ଆସୁଥିବା ୪ଚକିଆ ଯାନ ଗୁଡିକୁ ପୁରୀର ପ୍ରବେଶ ପଥରୁ ଫେରାଇ ଦିଆଯାଉଛି । ଅତ୍ୟନ୍ତ ଜରୁରୀ ଥିବା ଗାଡିକୁ ଅନୁମତିର ସହ ଛଡାଯାଉଛି । କରୋନା ଭୂତାଣୁର…