Below header
Browsing Tag

puri hospital

ପୁଣି ଅଲୋଡ଼ା ଶିଶୁ କନ୍ୟା; ସନ୍ତାନକୁ ଜନ୍ମ ଦେବା ପରେ ଛୁ ମାରିଲେ ମହିଳା

ପୁରୀ (କେନ୍ୟୁଜ): ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ପ୍ରସୂତି ପାଇଁ ଭର୍ତ୍ତି ହୋଇଥିବା ଜଣେ ମହିଳା ହସପିଟାଲ ଆଉଟଡୋର ଶୌଚାଳୟ ଶିଶୁ କନ୍ୟାକୁ ଜନ୍ମ ଦେଲେ । ଶିଶୁକନ୍ୟାକୁ ଜନ୍ମ ଦେଇ ଛୁ ମାରିଲେ ମହିଳା । ସୁଇପର ଏହାକୁ ଦେଖିବା ପରେ ତାକୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ…

ନର୍ସ ଭୁଲ ଇଞ୍ଜେକ୍ସନ ଦବାରୁ ଅନେକ ରୋଗୀ ଗୁରୁତର, ଅଭିଯୋଗ ଆସିଛି ପୁରୀ ଡାକ୍ତରଖାନାରୁ

ପୁରୀ(କେନ୍ୟୁଜ୍):  ପୁରୀ ସଦର ମୁଖ୍ଯ ଚିକିତ୍ସାଳୟରେ ଉତ୍ତେଜନା। ଭୁଲ୍‌ ଇଞ୍ଜକ୍ସନ ଦବାରୁ ଅନେକ ରୋଗୀ କିଛି ସମୟ ପାଇଁ ଗୁରୁତର ଆହତ ହୋଇପଡିଥିଲେ। ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ ମାନେ। ପୁରୀ ସଦର ମୁଖ୍ଯ ଚିକିତ୍ସାଳୟର ମେଲ୍‌ ମେଡିସିନ ୱାର୍ଡରେ ଅନେକ ରୋଗୀ…

ପୁରୀ: ଜଣେ ରୋଗୀ ପଜିଟିଭ ଚିହ୍ନଟ ପରେ ସିଲ୍ ହେଲା ପୁରୀ ମୁଖ୍ୟ ଚିକିତ୍ସାଳୟର ICU ବିଭାଗ

ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ICU ବିଭାଗକୁ ସିଲ୍‌ କରାଯାଇଛି । ଆଇସିୟୁରେ ପୂର୍ବରୁ ଚିକିତ୍ସିତ ହେଉଥିବା ଜଣେ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସମସ୍ତ ରୋଗୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏହା ସହ ICU ଦାୟିତ୍ୱରେ ଥିବା ସମସ୍ତ ଡାକ୍ତର, କର୍ମଚାରୀ ମଧ୍ୟ…

ପୁରୀ ସଦର ଡାକ୍ତରଖାନାରେ ଏମିତି ଚିକିତ୍ସା, ଗ୍ୟାସ୍‌କୁ କହିଲେ ମସ୍ତିଷ୍କରେ ବ୍ଲଡ୍‌ କ୍ଲଟ୍‌

ପୁରୀ : ଡାକ୍ତର ଭଲ, ଡାକ୍ତର ଖରାପ । ଏ ବିବାଦ ବୋଧହୁଏ କେବେ ସରିବ ନାହିଁ । ତେବେ ଡାକ୍ତରଙ୍କ ଅବହେଳା ଅଭିଯୋଗରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ଏଇ ଘଟଣା । ନିକଟରେ ପୁରୀ ସଦର ହସପିଟାଲରେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ପୁଣି ଉଠିଛି ଡାକ୍ତରଙ୍କ ଅବହେଳାର କଥା । ଜଣେ ଅସୁସ୍ଥ ବୟସ୍କା…