Below header
Browsing Tag

puri shree mandira

ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବ ବେଳେ ଭାବବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌) : ନବୀନଙ୍କ ଆଖିରେ ଲୁହ। ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବ ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ। ଜଗନ୍ନାଥ ଭାବ ପ୍ରେମରେ ନିମଗ୍ନ ହେବା ସହ ନବୀନଙ୍କ ଆଖି ଛଳ ଛଳ ହୋଇଥିଲା। ଆପେଆପେ ଲୁହରେ ଭିଜିଯାଇଥିଲା ଆଖି । ମୁଖ୍ୟମନ୍ତ୍ରୀ ଭକ୍ତି ଓ ଖୁସିରେ ବିଭୋର…

ସଜେଇ ହେଉଛି ଶ୍ରୀକ୍ଷେତ୍ର: ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ, ଆସନ୍ତା କାଲିଠୁ ପୂଜା ବିଧି ଆରମ୍ଭ

ପୁରୀ (କେନ୍ୟୁଜ): ସଜେଇ ହେଉଛି ଶ୍ରୀକ୍ଷେତ୍ର। ରଙ୍ଗୀନ ଆଲୋକମାଳା ସାଙ୍ଗକୁ ପାରମ୍ପରିକ ଚିତ୍ର କଳାରେ ଚମକୁଛି ଶ୍ରୀ କ୍ଷେତ୍ରର ମୁଖ୍ୟ ପ୍ରବେଶ ପଥ ଓ ରାସ୍ତା ଘାଟ ।  ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ । ଆଜି ଯାତ୍ରୀ ପରିକ୍ରମା କାମ ସାରି ହସ୍ତାନ୍ତର କରିବ ଓବିସିସି । ଆସନ୍ତାକାଲି ଏହାର…

ଘନ କୁହୁଡ଼ିରେ ଲୁଚିଗଲା ଶ୍ରୀମନ୍ଦିର, ଭକ୍ତ ନୀଳଚକ୍ର ଦର୍ଶନରୁ ବଞ୍ଚିତ

ପୁରୀ (କେନ୍ୟୁଜ୍‌ ଓଡ଼ିଶା): ଘନ କୁହୁଡ଼ିରେ ଲୁଚିଗଲା ଶ୍ରୀମନ୍ଦିର । କୁହୁଡିରେ ଅଦୃଶ୍ୟ ହୋଇଯାଇଛି ଶ୍ରୀମନ୍ଦିର ନୀଳଚକ୍ର । ଘନ କୁହୁଡି ହେତୁ ଅନେକ ସମୟ ଧରି ଭକ୍ତ ନୀଳଚକ୍ର ଦର୍ଶନରୁ ବଞ୍ଚିତ ରହିଛନ୍ତି । ପତିତପାବନଙ୍କୁ ଦର୍ଶନ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । ରାଧାବଲ୍ଲଭ ମଠ…

ଆଜି ୩ୟ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ, ପ୍ରମାଣ ପତ୍ର ଓ ଟୋକନ ଦେଖାଇ ମନ୍ଦିରକୁ କରୁଛନ୍ତି ପ୍ରବେଶ

ପୁରୀ(କେନ୍ଯୁଜ୍):ଆଜି ୩ୟ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ । ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ ୩ଟି ପର୍ଯ୍ୟାୟରେ ଓ୍ଵାର୍ଡଓ୍ଵାରୀ ଦର୍ଶନ କରିବେ ପୁରୀବାସୀ । ସକାଳ ୭ଟାରୁ ୧୦ଟା ୩୦ ଯାଏ ୮,୧୩,୧୯, ଓ ୧୧ ନମ୍ବର ଓ୍ଵାର୍ଡ ଲୋକେ ଦର୍ଶନ କରିବେ । ସେହିଭଳି ୧୧ଟାରୁ ୨ଟା…