Below header
Browsing Tag

Puri ShreeMandir

ଶ୍ରୀମନ୍ଦିର ପରିସରରେ ଖସିଲା ମୂର୍ତ୍ତି, ସେବାୟତ ଗୁରୁତର

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ପରିସରରେ ଖସିଲା ମୂର୍ତ୍ତି। ବଡଦେଉଳରୁ ମୂର୍ତ୍ତି ଖସିପଡିଥିବା ଜଣାପଡିଛି। ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ନିକଟରେ ଥିବା ଉଗ୍ର ନୃସିଂହ ମନ୍ଦିରରେ ଏହିି ଅଘଟଣ ଘଟିଛି । ଏହି ମନ୍ଦିରରେ ଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଅଚାନକ ତଳକୁ ଖସି ପଡ଼ିଥିଲା ।…

ଶ୍ରୀମନ୍ଦିର ସେବାୟତ ନେଲେ କୋଭିଡ ଟିକା, ୭ ଦିନ ଧରି ଚାଲିବ ଟିକାକରଣ

ପୁରୀ (କେ.ନ୍ୟୁଜ): ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯାଇଛି କୋଭିଡ୍‌ ଟିକା । ପ୍ରତ୍ୟେକ ଦିନ ୧୦୦ ଜଣ ସେବାୟତଙ୍କୁ ଆସନ୍ତା ୭ ଦିନ ପାଇଁ ଟିକା ଦିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିରରେ କାର୍ଯ୍ୟରତ ୬୦ ବର୍ଷରୁ ଅଧିକ ବୟସ୍କ ସେବାୟତଙ୍କୁ ଟିକା ଦିଆଯିବ । ସେହିପରି ବିଭିନ୍ନ…

ଆଜି ରଥକାଠ ଅନୁକୂଳ, ପବିତ୍ର ସରସ୍ୱତୀ ପୂଜା ଅବସରରେ ହେବ ଅନୁକୂଳ

ପୁରୀ: ପବିତ୍ର ସରସ୍ୱତୀ ପୂଜା ଅବସରରେ ଆଜି ପୁରୀରେ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ହେବ। ରଥଖଳାରେ ୩ଟି ରଥ କାଠକୁ ରଖାଯାଇ ଏହି ଅନୁକୂଳ କାର୍ଯ୍ୟ କରାଯିବ। ଏଥିପାଇଁ ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ୩ଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ…

ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ମିଳିବ ମହାପ୍ରଭୁଙ୍କ ଦର୍ଶନ, ଏଥିପାଇଁ କରାଯାଇଛି ୱାର୍ଡୱାରୀ ତାଲିକା; ଜାଣନ୍ତୁ କେଉଁ…

ପୁରୀ (କେନ୍ୟୁଜ) : ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ମିଳିବ ମହାପ୍ରଭୁଙ୍କ ଦର୍ଶନ । ୯ ମାସ ପରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ପ୍ରଥମ ତିନିଦିନ ଅର୍ଥାତ ୨୩ରୁ ୨୫ ତାରିଖ ଯାଏ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରିପାରିବେ । ସେହିପରି ୨୬ରୁ ୩୧ ତାରିଖ ଯାଏଁ ପ୍ରତି ଦିନ ପୁରୀ ସହରର…

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପୂର୍ବରୁ ଶ୍ରୀମନ୍ଦିର ଖୋଲିବାକୁ ପ୍ରାର୍ଥନା କଲେ ଆବେଦନକାରୀ

କେନ୍ୟୁଜ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ଆଗତ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିବା ବେଳେ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପୂର୍ବରୁ ଶ୍ରୀମନ୍ଦିର ଖୋଲିବାକୁ ପ୍ରାର୍ଥନା କରିଛନ୍ତି ଆବେଦନକାରୀ । ଜଗତରନାଥ ଜଗନ୍ନାଥଙ୍କ ଏହା ବିରଳ ବେଶ…

ଦୀପାବଳି ଅମାବାସ୍ୟାରେ ଆଉ ଶୁଭିବନି ବଡବଡୁଆଙ୍କୁ ଡ଼ାକ, ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପୟାଶ୍ରାଦ୍ଧକୁ ବାରଣ

କେନ୍ୟୁଜ ବ୍ୟୁରୋ : ଏଥର ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପୟାଶ୍ରାଦ୍ଧକୁ ବାରଣ। ଦୀପାବଳି ଅମାବାସ୍ୟାରେ ଶୁଭିବନି ବଡବଡୁଆଙ୍କୁ ଡ଼ାକ। ବାହାର ଜିଲ୍ଲାର ଲୋକଙ୍କୁ ପୟାଶ୍ରାଦ୍ଧ ପାଇଁ ପୁରୀ ବାରଣ ହୋଇଥିବା ବେଳେ ପୁରୀବାସୀ ଏମାର ମଠ ପାର୍କିଂ ସ୍ଥାନରେ ବଡ଼ବଡୁଆ ଡାକିବେ। କରୋନା କଟକଣା ପାଇଁ…

ପୁରୀ ଶ୍ରୀମନ୍ଦିରର ୮ଟି ଦ୍ୱାରରେ ହେବ ରୂପା ଛାଉଣୀ, ବିଭିନ୍ନ ଡିଜାଇନର ଅନୁଧ୍ୟାନ କଲେ ୧୦ ଜଣିଆ ଟିମ

ପୁରୀ: ପୁରୀ ଶ୍ରୀମନ୍ଦିରର ୮ଟି ଦ୍ୱାରର ରୂପା ଛାଉଣୀ ନେଇ ବିଭିନ୍ନ ଡିଜାଇନର ଅନୁଧ୍ୟାନ। ୧୦ଜଣିଆ ଟିମ ଶିଳ୍ପ ଗ୍ରାମ ରଘୁରାଜପୁର ଯାଇ ବିଭିନ୍ନ ଡିଜାଇନର ଅନୁଧ୍ୟାନ କରିଛନ୍ତି। କମିଟି ସଦସ୍ୟମାନେ ସେଠାରେ ଅନେକ ପଟ୍ଟଚିତ୍ର ଶିଳ୍ପୀଙ୍କ ଘର ବୁଲି ବିଭିନ୍ନ ଡିଜାଇନ ସଂଗ୍ରହ କରିଛନ୍ତି।…