Browsing Tag

python snake

ଛେଳିକୁ ଗିଳି ଦେଲା ୧୨ ଫୁଟିଆ ଅଜଗର, ବହୁ ନାକେଦମ ପରେ ସାପକୁ ଧରିଲା ବନ ବିଭାଗ

ଦଶପଲ୍ଲା : ଛେଳିକୁ ଗିଳି ଦେଲା ୧୨ ଫୁଟିଆ ଅଜଗର ସାପ । ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ଟାକରା ସେକ୍ସନର ମିଟୁକୁଳି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ଛେଳିକୁ ଅଜଗର ସାପ ଗିଳି ଦେଇଥିବା ଦେଖିବାକୁ ମିଳିଛି। ବହୁ ସମୟ ନାକେଦମ ପରେ ସାପକୁ ଧରିଲେ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ । ସୂଚନା…

ହରିଦ୍ୱାରରେ ରେସ୍କ୍ୟୁ ହେଲା ୧୩ ଫୁଟ୍ ଲମ୍ବା ଅଜଗର, ସାମ୍ନାକୁ ଆସିଲା ଭିଡିଓ

ଅଜଗର ନାମ ଶୁଣିବା ମାତ୍ରେ ଜଣେ ଭଲ ବ୍ୟକ୍ତିଙ୍କ ଅବସ୍ଥା ମଧ୍ୟ ଖରାପ ହୋଇଯାଏ । ଯେତେବେଳେ ହରିଦ୍ୱାରର ଇସ୍ମାଇଲପୁର ଗାଁରେ ଲୋକମାନେ ୧୩ ଫୁଟ ଲମ୍ବର ଅଜଗର ଦେଖିଲେ, ସେମାନେ ଭୟାଭୀତ ହୋଇଗଲେ । ତେବେ ଉଦ୍ଧାରକାରୀ ଦଳ ତୁରନ୍ତ ଆସି ଅଜଗରକୁ ଉଦ୍ଧାର କରିଥିଲେ ଏବଂ ପରେ ଏହାକୁ ଜଙ୍ଗଲର ଏକ…

ବୁଲୁଛି ଏକ ବିଶାଳକାୟ ଅଜଗର, ଲୋକେ ଦେଖି ହତଚକିତ

ପାରାଦୀପ(କେନ୍ୟୁଜ): ସୋସିଆଲ ମିଡିଆରେ ଅନେକ ସମୟରେ ସାପମାନଙ୍କ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଦେଖିଲେ ଆମ ଲୋମ ଟାଙ୍କୁରି ଉଠେ। ତେବେ ସାଧାରଣତଃ ସାପକୁ ଦେଖିଲେ ଯେକେହି ବି ଡରି ଯାଇଥାନ୍ତି । ଅତି ନିକଟରେ ସାପକୁ ଦେଖିଦେଲେ ଛାତିରେ ଛନକା ପଶିଯାଏ । ପଶିବନି ବା କାହିଁକି,…

ପାରାଦୀପ: ପିପିଏଲ ଟାଉନସିପ୍ ମଧ୍ୟରେ ବୁଲୁଛି ୧୫ ଫୁଟର ଅଜଗର

ପାରାଦୀପ (କେନ୍ୟୁଜ): ୧୫ ଫୁଟର ଅଜଗର ସାପ । ପାରାଦୀପ ପିପିଏଲ ଟାଉନସିପ୍ ମଧ୍ୟରେ ବୁଲୁଛି ବିଶାଳ ଅଜଗର ସାପ । ବିଳମ୍ବିତ ରାତିରେ ପିପିଏଲ ଟାଉନସିପ ଡି ଟାଇପ କ୍ଵାର୍ଟର ପଛପଟ ଜଙ୍ଗଲରେ ଅଜଗର ବୁଲୁଥିବା ସ୍ଥାନୀୟ ଲୋକେ ଓ ସିକ୍ୟୁରିଟି ଗାର୍ଡ ଦେଖିଥିଲେ । ସାପକୁ ଦେଖି ସ୍ଥାନୀୟ ଅଞ୍ଚଳରେ…

ଝରକାରେ ଓହଳିଛି ବିଶାଳ ଅଜଗର, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ପ୍ରାୟତଃ ସୋସିଆଲ ମିଡିଆରେ ସାପ ସମ୍ବନ୍ଧୀୟ ଅନେକ ଭିଡିଓ ଦେଖିବା ପାଇଁ ମିଳୁଛି । ସମାନ ଭାବେ ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଏକ ବିଶାଳ ଅଜଗର ଗୋଟିଏ ଫ୍ଲାଟ୍‌ର ଲୁହା ଝରକାରେ ଓହଳି ଥିବାର ଦେଖିବା ପାଇଁ ମିଳିଛି ।…

କୁକୁର ଦେହରେ ଗୁଡ଼ାଇ ହୋଇ ଗିଳିବାକୁ ଚେଷ୍ଟା କରୁଛି ଅଜଗର, ଭିଡିଓ ଦେଖିଲେ ଛାତି ଥରିଯିବ

ଅଜଗର ଏକ ଭୟଙ୍କର ଜୀବ। ସେ ଯାହାକୁ ନିଜ ଶିକାର ବନାଇବାକୁ ଚାହେଁ ତା’ ବଞ୍ଚିବା ଏକ ପ୍ରକାରର ଅସମ୍ଭବ କହିଲେ ଚଳେ। ସୋସିଆଲ ମିଡିଆରେ ପ୍ରାୟତଃ ଅଜଗରର ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଅଜଗରର ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି…

ବାଛୁରୀ ଗୋଡ଼କୁ କାମୁଡ଼ି ଧରିଲା ବିରାଟ ଅଜଗର; ସାହାଯ୍ୟ ନ କରି ଭିଡିଓ କରିବାରେ ବ୍ୟସ୍ତ ରହିଲେ ଯୁବକ! ଦେଖନ୍ତୁ ଛାତିଥରା…

ସାପ ଦେଖିଲେ ସମସ୍ତେ ଭୟରେ ଥରି ଉଠନ୍ତି। ଯଦିଓ ସାପ ଏକ ସରୀସୃପ, କିନ୍ତୁ ତା’ ଶରୀର ଏତେ ଲମ୍ବା ହୋଇଥାଏ ଯେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଏ। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଭିଡିଓରେ ଏକ ବିରାଟକାୟ ଅଜଗର ଏକ…

ସମ୍ବଲପୁର: ତିନି କେଜିଆ କୁକୁଡାକୁ ଗିଳିଦେଲା ଅଜଗର

ସମ୍ବଲପୁର(କେନ୍ୟୁଜ୍): କୁକୁଡା ଫାର୍ମରେ ଅଜଗର। ତିନି କେଜିଆ କୁକୁଡାକୁ ଗିଳିଦେଲା ଅଜଗର। ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଲରାସରାଠାରେ ଥିବା କୁକୁଡା ଫାର୍ମରୁ ଉଦ୍ଧାର ହୋଇଛି ୭ ଫୁଟ ଲମ୍ବାର ଅଜଗର ସାପ । ଆଜି ସକାଳେ ଶ୍ରମିକମାନେ ଫାର୍ମ ଭିତରେ ଜଗର ସାପ ପଶିଥିବା ଦେଖି ବନବିଭାଗକୁ…