Browsing Tag

question paper viral

UALB ଆକାଉଣ୍ଟ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ଧାରଣା

ଭଦ୍ରକ(କେନ୍ୟୁଜ୍): ପୁଣି ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ OSSC ପରୀକ୍ଷା ବେଳେ ଉତ୍ତେଜନା। ଅର୍ବାନ୍‌ ଲୋକଲ ବଡ଼ି ବା UALB ଆକାଉଣ୍ଟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମହାବିଦ୍ୟାଳୟ ଆଗରେ…

ଆରମ୍ଭରୁ ବିଭ୍ରାଟ: ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଧର୍ମଗଡ଼ରେ ଭାଇରାଲ ହେଲା ପ୍ରଶ୍ନପତ୍ର!

ଧର୍ମଗଡ଼: ଆରମ୍ଭରୁ ବିଭ୍ରାଟ । ଆଜି ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ । ପରୀକ୍ଷା ଘଣ୍ଟେ ନପୂରୁଣୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଧର୍ମଗଡ଼ରେ ଓଡିଆ ପ୍ରଶ୍ନପତ୍ର ମୋବାଇଲ ଫୋନରେ ଘୂରି ବୁଲିଛି । ହେଲେ କେଉଁ ପରୀକ୍ଷା କେନ୍ଦ୍ରରୁ ତାହା ଭାଇରାଲ ହୋଇଛି ତାହା…