Below header

ଆରମ୍ଭରୁ ବିଭ୍ରାଟ: ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଧର୍ମଗଡ଼ରେ ଭାଇରାଲ ହେଲା ପ୍ରଶ୍ନପତ୍ର!

ଧର୍ମଗଡ଼: ଆରମ୍ଭରୁ ବିଭ୍ରାଟ । ଆଜି ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ । ପରୀକ୍ଷା ଘଣ୍ଟେ ନପୂରୁଣୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଧର୍ମଗଡ଼ରେ ଓଡିଆ ପ୍ରଶ୍ନପତ୍ର ମୋବାଇଲ ଫୋନରେ ଘୂରି ବୁଲିଛି । ହେଲେ କେଉଁ ପରୀକ୍ଷା କେନ୍ଦ୍ରରୁ ତାହା ଭାଇରାଲ ହୋଇଛି ତାହା ଜଣାପଡିନାହିଁ। ସେପଟେ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀ କିଛି ଜାଣି ନଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.