Below header
Browsing Tag

rainy day tips

ଝଡ଼ ବର୍ଷାରେ ଏସି-କୁଲର ଚଲାଇବା କେତେ ସୁରକ୍ଷିତ ?

ଆରମ୍ଭ ହୋଇଛି ବର୍ଷା ଋତୁ । ଆଉ ଏହି ଦିନ ରେ ବର୍ଷା ସହ ଝଡ ତୋଫାନ ମଧ୍ୟ ଅନେକ ସମୟରେ ହୋଇଥାଏ । କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ଆରମ୍ଭ ହେବ । କିନ୍ତୁ ବର୍ଷା ଯୋଗୁଁ ଘରେ ଆର୍ଦ୍ରତା ବଢିଯାଏ । ଏଭଳି ପରିସ୍ଥିତିରେ ଏୟାର କଣ୍ଡିସନର କୁଲର ଭଳି ମେସିନ ହିଁ ଆମକୁ ଆର୍ଦ୍ରତାରୁ ରକ୍ଷା କରିଥାଏ…

ବର୍ଷା ଦିନରେ ଆପଣଙ୍କ ଅଟା ଖରାପ ହୋଇଯାଉଛିକି, ତେବେ ଆପଣାନ୍ତୁ ଏହି ସବୁ ସହଜ ଟିପ୍ସ

ବର୍ଷାଦିନରେ ସାଧରଣତଃ ଋତୁ ଏକ ଭିନ୍ନ ରୂପ ନେଇଥାଏ । ଯଦିବା ଏହି ଋତୁ ଖରାର ଡହ ଡହ ଖରା ତଥା ଗରମରୁ ତ୍ରାହି ଦେଇଥାଏ । କିନ୍ତୁ ଚାରି ପାଖରେ ଜମୁଥିବା ପାଣି, ଅଳିଆ ଆବର୍ଜନା ଆଦି ମଶା ମାଛିଙ୍କୁ ଜନ୍ମ ଦେବା ସହିତ ଅନ୍ୟାନ କୀଟାଣୁ ତଥା ଜୀବାଣୁ ମାନେ ମଧ୍ୟ ବଂଶ ବିସ୍ତାର କରିଥାନ୍ତି । ଆଉ…