Browsing Tag

rajasthan high court

ପାଇଲଟ୍‌-ଗେହଲଟ୍‌ ବିବାଦ: ଆଜି ଆସିପାରେ ରାଜସ୍ଥାନ ହାଇକୋର୍ଟଙ୍କ ରାୟ

ରାଜସ୍ଥାନ: ପାଇଲଟ୍‌-ଗେହଲଟ୍‌ ବିବାଦରେ ଆଜି ଆସିପାରେ ରାଜସ୍ଥାନ ହାଇକୋର୍ଟଙ୍କ ରାୟ। ସଚିନ୍‌ ପାଇଲଟ୍‌ ଓ ତାଙ୍କ ସହଯୋଗୀ ୧୮ବିଧାୟକଙ୍କୁ ବାଚସ୍ପତି ଜାରି କରିଥିବା ଅଯୋଗ୍ୟ ଘୋଷଣା ନୋଟିସ୍‌ ଉପରେ ୧୦ଟା ୩୦ରେ ରାୟ ଶୁଣାଇବେ ହାଇକୋର୍ଟ। ଜୁଲାଇ ୨୪ ପର୍ଯ୍ୟନ୍ତ ପାଇଲଟ୍‌ ଓ ୧୮ ବିଦ୍ରୋହୀ…

ସଚିନ ପାଇଲଟ ଗୋଷ୍ଠୀର ୧୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଆଜି ହାଇକୋର୍ଟରେ ଶୁଣାଣି

ରାଜସ୍ଥାନ: ସଚିନ ପାଇଲଟ ଗୋଷ୍ଠୀର ୧୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଆଜି ହାଇକୋର୍ଟରେ ହେବ ଶୁଣାଣି। ବିଧାୟକ ଦଳ ବୈଠକରେ ଯୋଗ ନଦେବା ପରେ ସଚିନ ପାଇଲଟଙ୍କ ସମେତ ୧୯ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତି ନୋଟିସ ଜାରି କରିଥିଲେ। ଆଜି ହାଇକୋର୍ଟଙ୍କ ରାୟ ଉପରେ ଗେହଲଟ…

ବିଚାରପତିଙ୍କୁ ମାଇଁ ଲର୍ଡ କହିବେନି ଓକିଲ, ସର୍ବସମ୍ମତିକ୍ରମେ ନିଷ୍ପତ୍ତି ପରେ ନୋଟିସ ଜାରି

ରାଜସ୍ଥାନ : ହାଇକୋର୍ଟରେ ଆଉ ଶୁଭିବନି ମାଇଁ ଲର୍ଡ କିମ୍ବା ଇୟର୍ସ ଲର୍ଡସିପ୍ ଭଳି ଶବ୍ଦ । ଜଜମାନଙ୍କୁ ଆଉ ଏଭଳି ସମ୍ବୋଧନ ନ କରିବାକୁ ଓକିଲଙ୍କୁ କହିଛନ୍ତି ରାଜସ୍ଥାନ ହାଇକୋର୍ଟ । ରାଜସ୍ଥାନ ହାଇକୋର୍ଟରେ ଆଜି ଏଭଳି ଏକ ନୋଟିସ ଜାରି ହୋଇଛି। ସମ୍ବିଧାନରେ ପ୍ରତ୍ୟେକ ନାଗିରକଙ୍କର ସମାନ…